ତୁମକୁ କ୍ଷୀରଚୋରା ଗୋପୀନାଥ ବି ଗୋପୀ ବନେଇ ତାଙ୍କ ପାଖକୁ ନେଇ ଗଲେ ମୁଁ ବିଚରା ବୈତରଣୀ କୂଳରେ ସବୁ ପାଇବାର ଆଶା ରଖି ଆକାଶର ତାରା ଗଣିଲି ସିନା ହେଲେ ସବୁ ହିସାବ ସକାଳକୁ ଭୁଲି ବସିଲି |
ଦଣ୍ଡ କିରି କୂଳେ ଖପର ଖପର
ଗଭୀର ଜଳରେ ରୋହି,
ଜ୍ଞାନୀ ଜନ ସଦା ମୌନ ରୁହନ୍ତି
ମୂର୍ଖ ଫୁଟାଣି ମାରଇ |
ପ୍ରେମ ଏକ ଅମାନିଆ ଜୁଆରିଆ ନଇଁ,
ଉଛୁଳିଲେ ବୟସରେ ସୀମା ଯାଏ ଡେଇଁ |
ତୁମକୁ ଯଦି ମୁଁ ନ ପାଇବି ନାହିଁ
ଜାଣିବି ଈଶ୍ୱର ନାହିଁ,
ମିଛରେ ଜାଗର ଜାଳିଥିଲି ଯାଇ
ପଥର ପାଖରେ ମୁହିଁ