@shiva-shankar-patra

shiva shankar patra
Literary Lieutenant
8
Posts
0
Followers
1
Following

I'm shiva shankar and I love to read StoryMirror contents.

Share with friends
Earned badges
See all

ତୁମକୁ କ୍ଷୀରଚୋରା ଗୋପୀନାଥ ବି ଗୋପୀ ବନେଇ ତାଙ୍କ ପାଖକୁ ନେଇ ଗଲେ ମୁଁ ବିଚରା ବୈତରଣୀ କୂଳରେ ସବୁ ପାଇବାର ଆଶା ରଖି ଆକାଶର ତାରା ଗଣିଲି ସିନା ହେଲେ ସବୁ ହିସାବ ସକାଳକୁ ଭୁଲି ବସିଲି |

ଦଣ୍ଡ କିରି କୂଳେ ଖପର ଖପର ଗଭୀର ଜଳରେ ରୋହି, ଜ୍ଞାନୀ ଜନ ସଦା ମୌନ ରୁହନ୍ତି ମୂର୍ଖ ଫୁଟାଣି ମାରଇ |

ପ୍ରେମ ଏକ ଅମାନିଆ ଜୁଆରିଆ ନଇଁ, ଉଛୁଳିଲେ ବୟସରେ ସୀମା ଯାଏ ଡେଇଁ |

ତୁମକୁ ଯଦି ମୁଁ ନ ପାଇବି ନାହିଁ ଜାଣିବି ଈଶ୍ୱର ନାହିଁ, ମିଛରେ ଜାଗର ଜାଳିଥିଲି ଯାଇ ପଥର ପାଖରେ ମୁହିଁ


Feed

Library

Write

Notification
Profile