Elina Priyadarshini Bhol
Literary Colonel
12
ପୋଷ୍ଟସ୍
26
ଅନୁସରଣକାରୀ
1
ଅନୁସରଣ କରୁଛନ୍ତି

I'm Elina Priyadarshini and I love to read StoryMirror contents.

ବନ୍ଧୁମାନଙ୍କ ସହ ବାଣ୍ଟନ୍ତୁ
Earned badges
See all

ଯେତିକି ଭୁଲିବି ଭାବୁଛି, ସେତେ ସେ ଆଖିରେ ନାଚୁଛି, ଯେବେ ପାଖେ ପାଇବି ଭାବୁଛି, ସେତେ ସେ ଦୂରେଇ ଯାଉଛି।

*ପାଦ ଚିହ୍ନ* କି ଦୋଷ କୁହ ଏ ବେଳାଭୁଇଁଟାର ତୁମ ପାଦ ଚିହ୍ନ ଯାଏ ରହି, ଲୁହ ଆଉ ଲହୁ ଛାତିରେ ଜାବୁଡ଼ି କାନ୍ଦେ ଲୁଚାଇ ଲୁଚାଇ।। ଏଲିନା ପ୍ରିୟଦର୍ଶିନୀ ଭୋଳ....

ତୋର କଳ୍ପନାର କାଗଜରେ ଅଧା ଅଙ୍କା ଛବି ଟିଏ ମୁଁ, ମୋତେ ରଙ୍ଗ ଦେବା ବାହାନାରେ ବାରବାର ଚିରି ଦେଉ ତୁ।। ଏଲିନା ପ୍ରିୟଦର୍ଶିନୀ ଭୋଳ

ଏ ବଞ୍ଚିବାଟା ଗୋଟେ କଳା, ଏ ହସିବାଟା ଗୋଟେ କଳା, କେତେ ଅଭିନୟ କରେଇବୁ କହ ନୀଳାଚଳ ଚକାଡୋଳା।। ଏଲିନା ପ୍ରିୟଦର୍ଶିନୀ ଭୋଳ

ଏଇତ ଗଣତନ୍ତ୍ରର ନ୍ୟାୟାଳୟ ଏଠି ନ୍ୟାୟ କି ମିଳିବ କୁହ ? ତାରିଖ ପରେ ତ ତାରିଖ ମିଳଇ ଓଠ ପିଇଯାଏ ଆଖି ଲୁହ।। ଏଲିନା ପ୍ରିୟଦର୍ଶିନୀ ଭୋଳ

ତୁ ତ ସଂପର୍କର ସାତ ସିନ୍ଧୁ ମୁଁ ତୋ ବକ୍ଷରେ ଅଲୋଡା ବିନ୍ଦୁ, ମୁଁ ହଜିଗଲେ ତତେ କି ବାଧିବ ହେଲେ ତୁ ମୋର ଦରଦି ବନ୍ଧୁ।। ଏଲିନା ପ୍ରିୟଦର୍ଶିନୀ ଭୋଳ


ଫିଡ଼୍

ଲାଇବ୍ରେରୀ

ଲେଖନ୍ତୁ

ସୂଚନା
ପ୍ରୋଫାଇଲ୍