DEEPAK KUMAR PATRA
Literary Brigadier
110
పోస్ట్లు
11
అనుచరులు
3
అనుసరిస్తున్నారు

"ସାହିତ୍ୟ ହିଁ ଜୀବନ ଓ ଜୀବନ ହିଁ ସାହିତ୍ୟ"

స్నేహితులతో పంచుకోండి
Earned badges
See all

ମଣିଷ ଅନ୍ୟର ଖରାପ ସମୟରେ ତାକୁ ବହୁତ କିଛି କହିଯାଏ କିନ୍ତୁ ସେ ଜାଣେନା ଯେ ସମୟର ଚକ୍ର ସବୁବେଳେ ଘୁରୁଥାଏ।

ମଣିଷର ଜୀବନରେ ନିଜେ ହିଁ ଅର୍ଜୁନ ଆଉ ନିଜେ ହିଁ ଶ୍ରୀକୃଷ୍ଣ ଙ୍କର ଭୂମିକା ନେବାକୁ ହେଇଥାଏ।

ମଣିଷ ରାଜମହଲରେ ରହୁ ଅବା ତାଜମହଲରେ ରହୁ, ମନରେ ଯଦି ଶାନ୍ତି ନାହିଁ ତେବେ ଯେଉଁଠି ରହିଲେ ବି ରହିବାର କିଛି ମୂଲ୍ୟ ନାହିଁ ।

ଶରୀର ଅସୁସ୍ଥ ହେଲେ ବି ମନ ସୁସ୍ଥ ରହିପାରେ ,କିନ୍ତୁ ମନ ଅସୁସ୍ଥ ହେଲେ ଶରୀର ସୁସ୍ଥ ରହିପାରେନା ।

ଜୀବନର ପ୍ରତ୍ୟକ ମୁହୂର୍ତ୍ତ ମୂଲ୍ୟବାନ ଅଟେ,କିନ୍ତୁ ଯୌବନର ପ୍ରତିଟି ପଲକ ଅମୂଲ୍ୟ ହେଇଥାଏ ।

ପୋଥିର ପୃଷ୍ଠା ଲେଉଟାଇବାକୁ ହୁଏ, ମାତ୍ର ଭାଗ୍ୟର ପୃଷ୍ଠା ଆପେ ଆପେ ଓଲଟିଯାଏ ।


ఫీడ్

గ్రంథాలయం

వ్రాయండి

నోటిఫికేషన్
ప్రొఫైల్