Mrutyunjay Mahakud
Literary Captain
17
Posts
2
Followers
0
Following
ମୋତେ କେଜାଣି କାହିଁକି କବିତା ଲେଖିବାକୁ ଭଲ ଲାଗେ ।
କିଏବା କେଉଁଠି ନିର୍ଜନ ରାତିରେ ଠିକଣାଟେ ମୋତେ ମାଗେ ।
କାହାର ଦରଦ ଚାହାଣୀ ଯେ ମୋତେ କିଛି କ୍ଷଣ ବାନ୍ଧି ରଖେ ,
ହୃଦ ଝରକାରୁ କେଜାଣି କାହିଁକି ତାକୁ ହିଁ ନିରେଖି ଦେଖେ ।
ମୁଁ ପିଲାବେଳେ ଆକାଶକୁ ଚାହିଁ କ'ଣ ସବୁ ଭାବିବାକୁ ଲାଗେ । ମୋ ଗାଁ ର ସବୁଜିମା ଭରା ବଣ ଜଙ୍ଗଲ... Read more
ମୋତେ କେଜାଣି କାହିଁକି କବିତା ଲେଖିବାକୁ ଭଲ ଲାଗେ ।
କିଏବା କେଉଁଠି ନିର୍ଜନ ରାତିରେ ଠିକଣାଟେ ମୋତେ ମାଗେ ।
କାହାର ଦରଦ ଚାହାଣୀ ଯେ ମୋତେ କିଛି କ୍ଷଣ ବାନ୍ଧି ରଖେ ,
ହୃଦ ଝରକାରୁ କେଜାଣି କାହିଁକି ତାକୁ ହିଁ ନିରେଖି ଦେଖେ ।
ମୁଁ ପିଲାବେଳେ ଆକାଶକୁ ଚାହିଁ କ'ଣ ସବୁ ଭାବିବାକୁ ଲାଗେ । ମୋ ଗାଁ ର ସବୁଜିମା ଭରା ବଣ ଜଙ୍ଗଲ କୁଳୁକୁଳୁ ଗୀତ ଗାଇ ବୋହି ଯାଉଥିବା ଟିକି ନଈ ମୋତେ ଏମିତି ଲାଗେ ସତେ ଯେପରି ସେମାନେ ଅତି ନିଜର ଅତି ଆପଣାର । ପିଲା ବେଳ ସେମାନଙ୍କ ସହିତ କାଟିଛି ଆଉ ସେବେ ଠାରୁ ଭାବନାକୁ କବିତାର ରୂପ ଦେବାକୁ ଆରମ୍ଭ କରେ । ମୁଁ ଅନୁଭବ କରିଛି ମଣିଷର ହସ ଲୁହକୁ ଆଉ ପରଖିଛି ପ୍ରେମ ବିରୋହର ଖଟା ମିଠା ଅନୁଭୂତିକୁ ।ସେହିଠାରୁ ପ୍ରେରଣା ମିଳିଛି କିଛି ଲେଖିବାକୁ ।
କବିତା ଓ ଗଳ୍ପ ପଢ଼ିବାକୁ ଏବଂ ଶୁଣିବାକୁ ଭଲ ଲାଗେ ।ଧିରେ ଧିରେ କବିତା ପ୍ରତି ଆକର୍ଷିତ ହେଲି ଆଉ ନିଜେ ଲେଖିବାକୁ ଚେଷ୍ଟା କଲି ।
ଆଶା କରେ ଆପଣ ମାନଙ୍କୁ କବିତା ଗୁଡ଼ିକ ଭଲ ଲାଗିବ । Read less
Share with friends