@mrutyunjay-mahakud

Mrutyunjay Mahakud
Literary Captain
17
Posts
2
Followers
0
Following

ମୋତେ କେଜାଣି କାହିଁକି କବିତା ଲେଖିବାକୁ ଭଲ ଲାଗେ । କିଏବା କେଉଁଠି ନିର୍ଜନ ରାତିରେ ଠିକଣାଟେ ମୋତେ ମାଗେ । କାହାର ଦରଦ ଚାହାଣୀ ଯେ ମୋତେ କିଛି କ୍ଷଣ ବାନ୍ଧି ରଖେ , ହୃଦ ଝରକାରୁ କେଜାଣି କାହିଁକି ତାକୁ ହିଁ ନିରେଖି ଦେଖେ । ମୁଁ ପିଲାବେଳେ ଆକାଶକୁ ଚାହିଁ କ'ଣ ସବୁ ଭାବିବାକୁ ଲାଗେ । ମୋ ଗାଁ ର ସବୁଜିମା ଭରା ବଣ ଜଙ୍ଗଲ... Read more

Share with friends

ଫୁଟିବାକୁ ହେବ ଶ୍ୱେତପଦ୍ମ ସମ ହୃଦୟେ ଉଦାର ଭରି , ଉଠିବାକୁ ହେବ ନବ ସୂର୍ଯ୍ୟ ସମ ତିମିରେ ଅନ୍ଧାର ଚିରି ।

ଚାଲିବାକୁ ହେବ ଅସରନ୍ତି ବାଟ ସହି ଝଡ଼ ଝଞ୍ଜା ଶୀତ , ହସିବାକୁ ହେବ ମନ ଖୋଲି ଥରେ ଗାଇ ଫଗୁଣର ଗୀତ ।

ଭରା ନିଦାଘର ଦାରୁଣ ଖରାରେ ଖୋଜେ ତୋ ପଣତ ଛାଇ , ତୋର ମୁଲ ମାଆ ଜଗତରେ କହ କିଏ ବା ପାରିବ ଦେଇ ।

ସୁନ୍ଦର ସକାଳ ସୁନେଲି ଆଶା, ଶିଖାଏ ଜୀବନ ଜୀଇଁବା ଭାଷା ।

ସ୍ମୃତି ବି ଏମିତି ଅମାନିଆ ଧରା ଶ୍ରାବଣଟିଏ , ଅତୀତର ସୁର ତୋଳି ହୃଦୟେ ରାଗିଣୀ ଗାଏ ।

କିଏ ଜାଣେ କେତେବେଳେ ମୃତ୍ୟୁ ହେବ ଉପନିତ , ତେଣୁ ହେ! ମାନବ ବେଳ ଥାଉଁ ଥାଉଁ ହୁଅ କର୍ମ ଅନୁଗତ ।

ଜୀବନ ତ ଏକ ନଈ ବହିଯାଏ କେତେ ସୁଖ ଦୁଃଖ ପାହାଡ଼ ଡେଇଁ , କେବେ ପୁଣି ବସନ୍ତର ମୃଦୁ ମଳୟରେ ଦୁଇ କୂଳ ଯାଏ ଛୁଇଁ ।


Feed

Library

Write

Notification
Profile