ସମୟ ବଡ ବଳବାନ। ସମୟ କିଣା ଯାଇପାରିବନି କିନ୍ତୁ ବିନିଯୋଗ କରାଯାଇ ପାରେ।ସମୟର ସତ୍ ଉପଯୋଗ କର।
Life is ever changing , nothing is constant except death
ବାରମ୍ବାର ପଡି ମଧ୍ୟ ଶିଶୁ କେବେ ହାରି ଯାଏନା ,ଦୃଢତାର ସହ ଠିଆ ହୁଏ। ବଦ୍ଧପରିକରତା ହିଁ ସଫଳତା ର ଚାବିକାଠି
ବାରମ୍ବାର ପଡି ମଧ୍ୟ ଶିଶୁ କେବେ ହାରି ଯାଏନା ,ଦୃଢତାର ସହ ଠିଆ ହୁଏ। ବଦ୍ଧପରିକରତା ହିଁ ସଫଳତା ର ଚାବିକାଠି
କାମ କରୁଥିବା ଲୋକ ହି ସମାଲୋଚନାର ଶିକାର ହୁଅନ୍ତି କାରଣ ଚଳନ୍ତି ପଙ୍ଖାରେ ହି ଧୂଳି ଜମି ଥାଏ।
Happiness is state of mind. If you have decided to be happy,you will.
@AK
Set your own goal if you want to achieve something. Your goal will drive you towards success.
*AK*
Happiness is within ,if you try sincerely ,you will find it.
***Anirudha Kund***
ଧନ ଦରବ କ୍ଷଣସ୍ଥାୟୀ,ଅନ୍ତିମ ବେଳାରେ କେହି ସାଥିରେ ନେଇ ଯାଏ ନାହିଁ। ସାଥିରେ ଯାଏ କେବଳ ଦୟା ଧରମ ।