sonalika Dash
Literary Lieutenant
14
Posts
0
Followers
0
Following

ମୁଁ ଜଣେ ଲେଖିକା ଓ ପାଠିକା

Share with friends
Earned badges
See all

ଏ ଯୁଗ ଟା ହେଲା କଳି ମୁର୍ଖ ବସିବେ ମଞ୍ଚ ଉପରେ ଶିକ୍ଷିତ ମାରିବେ ତାଳି ଲାଞ୍ଚୁଆ , ମିଛୁଆ ସମ୍ମାନିତ ହେବେ ସଚ୍ଚୋଟ ଖାଇବେ ଗାଳି

ନିମୟ ମାନିଲେ ଘର ହସି ଥାଏ ହସେ ରାଜ୍ୟ ଦେଶ ମାନ ଅମାନିଆ ହେଲେ ‌ସର୍ବନାଶ ଘଟେ କି କରିବ ପ୍ରଶାସନ

ଟଙ୍କା ଘର କିଣି ପାରେ ପରିବାର ନୁହେଁ ଟଙ୍କା ଶେଯ କିଣି ପାରେ ନିଦ ନୁହେଁ ଟଙ୍କା ଘଡ଼ି କିଣି ପାରେ ସମୟ ନୁହେଁ ଟଙ୍କା ବହି କିଣି ପାର ଞାନ ନୁହେଁ ‌ ଟଙ୍କା ବନ୍ଧୁ କିଣି ପାରେ ଭଲ ପାଇବା ନୁହେଁ

ମନ ମୋର ଆକାଶ ଛୁଆଁ ନିରାଶରେ ଲାଗେ ଛାନିଆ

ଗଣତନ୍ତ୍ର ଅଟେ ନାମକୁ ମାତ୍ର କଳଙ୍କ ରେ ଭିଜା ସବୁ ଚରିତ୍ର


Feed

Library

Write

Notification
Profile