None
Share with friends
ଭୋକ (ସଂଯୁକ୍ତା ପାଢୀ) ଧରଣୀମାତାଙ୍କୁ ଭୋକ ରେ ମାଟି ଅତଡା ଖସି ପଡେ ଆକାଶ ର ଭୋକ ଵେଳେ ଅନ୍ତରୀକ୍ଷ କୁ ପଶିଯାଏ ଉଦର ର ଭୋକ ଦାଉ ସମୁଦ୍ରରେ ଜୁଆର ପରି।।
ମାଁ କେତେ କରି ତୋ ପାଖରେ କଲି କାହିଁକି ମାଁ ତୁ କୁନି ଗାଳି । ମୋ ପଛ ଦିନ ସବୁ ଦେଲୁ ସଜାଡି କୁଆଡେ ମାଁ ମୋର ଗଲୁ ମୁଁ ଉଡି ।।