Sanjukta Padhi
Literary Colonel
102
Posts
2
Followers
2
Following

None

Share with friends

ମେଘ ବର୍ଷାର ପରଶ ପାଇ ଆନନ୍ଦ ମନରେ ନାତି ମହୀ

ଆଜି ପବିତ୍ର ବସୁମତୀ ସ୍ନାନ ପୁଣି ପୂଜା ପାଠରେ ଦିଅ ମନ

ଆଶା ମୋ ଆକାଶ ଛୁଆଁ ନିରାଶେ ଲାଗେ ଛାନିଆ

ଭୋକ (ସଂଯୁକ୍ତା ପାଢୀ) ଧରଣୀମାତାଙ୍କୁ ଭୋକ ରେ ମାଟି ଅତଡା ଖସି ପଡେ ଆକାଶ ର ଭୋକ ଵେଳେ ଅନ୍ତରୀକ୍ଷ କୁ ପଶିଯାଏ ଉଦର ର ଭୋକ ଦାଉ ସମୁଦ୍ରରେ ଜୁଆର ପରି।।

ମାଁ ତୋ ବିନା କି ଦିନ କି ରାତି ତୁ ପରା ଆମ ସଭିଙ୍କ ସଞ୍ଜ ବତୀ ।।

କେଉଁ ରାଇଜରେ ହୋଇଛୁ ଠିଆ ବିପଦେ ଆପଦେ ହେବୁ ଲୋ ସାହା ଏତିକି ଅଳି ମୋ ରଖିବୁ ମାଁ ତୁ ମୋ ସବୁ ଲକ୍ଷ୍ୟ ର ରାହା ।

ମାଁ କେତେ କରି ତୋ ପାଖରେ କଲି କାହିଁକି ମାଁ ତୁ କୁନି ଗାଳି । ମୋ ପଛ ଦିନ ସବୁ ଦେଲୁ ସଜାଡି କୁଆଡେ ମାଁ ମୋର ଗଲୁ ମୁଁ ଉଡି ।।

ଯେଉଁଠି ଅଛୁ ମାଁ ଭଲରେ ଥାଆ ତୋ ଆଶିଷ ଭାରି ବୟଷେଇ ଯାଆ।

ମାଁ ମାଁ ଗୋ ତୋ ପରଷା ଅନ୍ନ ଦେଵ ଲୋକର ସୁଧା ସମ ଗାଳି ବର୍ଷଣ ଅଦିନରେ ମେଘ ତୁ ଅନ୍ଧ ଗଳିର ସୂର୍ଯ୍ୟାଲୋକ ତୁ ଫଗୁଣର ଅବିର ଝଲକ।।


Feed

Library

Write

Notification
Profile