None
`ଦୃଷ୍ଟାନ୍ତ ' ଜହ୍ନ ପରି ତୁମେ ତୁମାପରି ଜହ୍ନ ସୁନ୍ଦର ଶାଶ୍ବତ କଳଙ୍କ ବିହୀନ ମୋ ଭଲ ପାଇବା ଆମ ପ୍ରେମ ନିଃସ୍ୱାର୍ଥପର ଏକ ମନ୍ଦିର ପବିତ୍ର ତାଜମହଲ ରେ ଦୃଷ୍ଟାନ୍ତ।