Dhananjaya Bagarty
Literary Captain
6
Posts
6
Followers
0
Following
ସଂସାର ସାଗରେ ତରୀଟିଏ ଧରି ସାଜିଛି ନାବିକ ଆଜି ,ଜୀବନର ବାଟ ଚାଲୁଛି ନିରବେ ସ୍ତବ୍ଧ ପଥିକ ହୋଇ । ମୁଁ ଧନଞ୍ଜୟ ବଗର୍ତ୍ତି ,ବାପା-ଆଦିକନ୍ଦ ବଗର୍ତ୍ତି ,ମା-ଗୁଳାପୀ ବଗର୍ତ୍ତି ,ବାପା ଜଣେ ଚାଷୀ ,ସୁବର୍ଣ୍ଣ ପୁରର ବାସିନ୍ଦା । ଡୁଙ୍ଗୁରିପାଲି ମହାବିଦ୍ୟାଳୟରୁ କବିତା ଲେଖା ଆରମ୍ଭ । ମୋ କବିତା ମୋ ଦୁନିଆଁ,ମୋ ସପ୍ନ,ମୋ ଭାବନା ।ଏବେ ମୁଁ jagadamba Govt High... Read more
ସଂସାର ସାଗରେ ତରୀଟିଏ ଧରି ସାଜିଛି ନାବିକ ଆଜି ,ଜୀବନର ବାଟ ଚାଲୁଛି ନିରବେ ସ୍ତବ୍ଧ ପଥିକ ହୋଇ । ମୁଁ ଧନଞ୍ଜୟ ବଗର୍ତ୍ତି ,ବାପା-ଆଦିକନ୍ଦ ବଗର୍ତ୍ତି ,ମା-ଗୁଳାପୀ ବଗର୍ତ୍ତି ,ବାପା ଜଣେ ଚାଷୀ ,ସୁବର୍ଣ୍ଣ ପୁରର ବାସିନ୍ଦା । ଡୁଙ୍ଗୁରିପାଲି ମହାବିଦ୍ୟାଳୟରୁ କବିତା ଲେଖା ଆରମ୍ଭ । ମୋ କବିତା ମୋ ଦୁନିଆଁ,ମୋ ସପ୍ନ,ମୋ ଭାବନା ।ଏବେ ମୁଁ jagadamba Govt High school,kolnaraର ସଂସ୍କୃତ ଶିକ୍ଷକ । New Delhi ରେ Bed ଟ୍ରେନିଂ ପରେ ତିରୁପତି ବିଶ୍ୱ ବିଦ୍ୟାଳୟରେ MA ବେଦାନ୍ତ ଦର୍ଶନରେ ସମାପ୍ତ କଲି । ଏହାପରେ jagadamba govt high school ,kolnara ରେ ଶିକ୍ଷକତା କରୁଛି । Read less
Share with friends