I am a small Business man. I write short stories and hope the readers will get some humour, Laughter an emotions from my creations.
Share with friends
ବିରହ, ସତ କହିବାକୁ ଗଲେ "ପ୍ରେମ" ଠାରୁ "ବିରହ" ଭଲ। ପ୍ରେମ କେବଳ ସଫଳ। କିନ୍ତୁ, "ବିରହ" ଅସଫଳ ହେଇବି ମନର ମଣିଷ ସବୁଦିନ ମନେରହିବାର ଗୋଟେ ମାଧ୍ୟମ।
ଦୁନିଆରେ ବାସ୍ତବିକ ସମ୍ପତି ହେଲା ଚରିତ୍ର। ଆଉ କିଛି ଲୋକ ନିଜକୁ ବଞ୍ଚାଇବା ପାଇଁ ଅନ୍ୟର ଚରିତ୍ର ସଂହାର କରିବାକୁ ପଛାନ୍ତି ନାହିଁ। ବେଳେ ବେଳେ ନିଜକୁ ନିଜେ ଧିକ୍କାର କରେ। କଣ... କ୍ଷମା କରିବା ହିଁ ଏକ ମାତ୍ର ବିକଳ୍ପ ନିଜ ସଂସ୍କାର ର ପ୍ରମାଣ ଦବା !!