sookun ki nind to bachpan me aati thi ab to zindegi me sookun or nind dono nehin hai.....
Karm or mehnat ki asar sirf kamiyabi me najar aati hai....
kabhi kabhi aisa lagta hai ki mere pass sab kuch hoke bhi kuch nehin....
Ye zindegi bhi ajib hai...
Naa koi jaane kaa fikar
Naa koi aane kaa darr...
Ye zindegi bhi ajib hai...
Naa koi jaane kaa fikar
Naa koi aane kaa darr...
ସତରେ ଜୀବନରେ ଯଦି କିଛି ଚାହୁଁଛ ତେବେ ପ୍ରଥମେ ନିଜ ଚିନ୍ତାଧାରାକୁ ପରିବର୍ତ୍ତନ କର ଭବିଷ୍ୟତ ଆପେ ଆପେ ପରିବର୍ତ୍ତନ ହୋଇଯିବ l
ସମୟ ସ୍ରୋତରେ ମଣିଷ ଭାସୁଛି...
କେତେବେଳେ ନିଜପାଇଁ ତ ପୁଣି କେତେବେଳେ ଅନ୍ୟପାଇଁ ହସୁଛି....
ଦୁନିଆରେ କିଏ କାହାର ନୁହନ୍ତି ସମୟ ଆସିଲେ ସମସ୍ତେ ଦୂରେଇ ଯାଆନ୍ତି l
ସବୁ ସ୍ବପ୍ନ ସତ ହୁଏନାହିଁ ହେଲେ କିଛି ସ୍ବପ୍ନ ବଞ୍ଚିବାର ମାଧ୍ୟମ ହୋଇଯାଏ l