ଗୋଟିଏ ସୁସ୍ଥ "ଶରୀର ଏବଂ ମନ" କିଛି ନୂଆ କରିବା ରେ, ସଫଳତା ପାଇବାରେ ଆଗରେ ଥାଏ ।
ସନ୍ତୋଷ ସ୍ୱାଇଁ
ଯଦି ପ୍ରେମ କୁ ୧୦୦ ଭାଗ ରେ ଭାଗ କରିବା ତେବେ ୯୯% ଭାଗ ହେଉଛି "ମା" ର
ସନ୍ତୋଷ ସ୍ୱାଇଁ
"ଯେଉଁ ଦିନ ମରିବା ସାଙ୍ଗରେ ଗଛଟିଏ ନେଇ ଜଳିବା
ତେବେ ବଞ୍ଚିଥାଉ ଥାଉ ଦୁଇ ଚାରି ଟି ଗଛ ଲଗାଇବା "
ସନ୍ତୋଷ ସ୍ୱାଇଁ
ପ୍ରକୃତ କଥା ହେଉଛି "ଘର ଯାହାର ଋଣୀ ସେ ହେଉଛନ୍ତି ଆମ ଗୃହିଣୀ"
ସନ୍ତୋଷ ସ୍ୱାଇଁ
ଜଣେ ବୃଦ୍ଧାଶ୍ରମ ରେ ତା ବାପା'ମା ଙ୍କୁ ଛାଡି ଆସିଲା ବେଳେ ବୁଢ଼ା ବାପ ଟା କହୁଥିଲା "ତୋତେ ପାଇବା ପାଇଁ ଦୁଇ ଟା ଝିଅ ଙ୍କୁ ହତ୍ୟା କରିଥିଲି,ସଜା ତ ମିଳିବା ଦରକାର "
ସନ୍ତୋଷ ସ୍ୱାଇଁ
ଗୋଟିଏ ସ୍ତ୍ରୀଲୋକ ଯେତେ ଡରୁଆ ଏବଂ ଦୂର୍ବଳ ହୋଇଇଥାଉ ନା କାହିଁକି,
ଯେତେବେଳେ ସେ ମା"ର ରୂପ ରେ ପରିବର୍ତନ ହୁଏ ସେତେବେଳେ ସେ ସାରା ଦୁନିଆ ସହ ଏକାକୀ ଲଢ଼ି ଯାଇପାରେ ।
Writine by_ସନ୍ତୋଷ ସ୍ୱାଇଁ
"ତୁମକୁ ମନେ ପକେଇବା ପାଇଁ ଯଦି କୋୖଣସି ମିଟର ଲଗାଯାଏ, ତେବେ ସବୁଠାରୁ ଅଧିକ ବିଲ୍ ମୋର ଆସିବ"