ଭୁଲି ଜାରେ ମନ ତାକୁ . କାଇଁ ଭାବୁଚୁ ସେଇ ପ୍ରେମକୁ କାଢି ଦେ ମନ ରୁ ତାକୁ . ପୋଛି ଦେ ସବୁ ସ୍ମୃତିକୁ ସ୍ମୃତି ଏକ ଏମିତ ଜିନିଷ . ପ୍ରତିଦିନ ଦିଅ କଷ୍ଟ ସେଇ କଷ୍ଟ ସାରା ଜୀବନ ରହିବ . ଜୀବନ କୁ କରିଦେବ ନଷ୍ଟ ପ୍ରେମ ସିନା ତା ପାଇଁ ଅଢ଼େଇ ଦିନ . ସେ କଣ ବୁଝିବ ପ୍ରେମ ର ବଳିଦାନ ଆସିଥିଲା ଦିନେ କୁଣିଆ ହୋଇ . ସ୍ୱାର୍ଥ ସରିଗଲା ଯିବା ବାଟ କଡେଇ ମରୀଚିକା ପଛେ ଭ୍ରମିତ ହେ