ଜିଏ ନାତ ଖାଇ ବି ଖୁସିରେ ଭୋଜନ ଖୁଆଏ ସିଏ
" ମା' "...!!
ଅନୁଭବ ର ପାଦ ନଥାଏ,
ତଥାପି ସେ ହୃଦୟ ପର୍ଯ୍ୟନ୍ତ
ପହଞ୍ଚି ଯାଏ,,!!
(ମହମ୍ମଦ ହନିଫ୍ ସାହା)
ଅନୁଭବ ର ପାଦ ନଥାଏ,
ତଥାପି ସେ ହୃଦୟ ପର୍ଯ୍ୟନ୍ତ
ପହଞ୍ଚି ଯାଏ,,!!
(ମହମ୍ମଦ ହନିଫ୍ ସାହା)
ଅନୁଭବ ର ପାଦ ନଥାଏ,
ତଥାପି ସେ ହୃଦୟ ପର୍ଯ୍ୟନ୍ତ
ପହଞ୍ଚି ଯାଏ,,!!
(ମହମ୍ମଦ ହନିଫ୍ ସାହା)
ମୁଁ ଏକା ନୁହେଁ ରାତିର ନିର୍ଜଣ୍ଣତାରେ ବି
କାଗଜ,କଲମ ମୋ ସହିତ ଥାଆନ୍ତି,,,!!
(ମହମ୍ମଦ ହନିଫ୍ ସାହା)
ଖେଳଣା ପାଇଁ ପିଲାଟି କାନ୍ଦିଥାଏ,
ଖେଳଣା ଟିଏ ନ ଦେଇ ପାରିଲେ ତା' ବାପା ଲୁଚି ଲୁଚି ବେଶୀ କାନ୍ଦିଥାଏ,,,!!

ଦୁଃଖରେ ଭାଙ୍ଗି ପଡ଼ନି ବନ୍ଧୁ,
ଭଙ୍ଗା ଈଟା କୁ ମଧ୍ୟ
ଲୋକେ ବୋହି ନେଇ ଥାଆନ୍ତି,,!!
(ମହମ୍ମଦ ହନିଫ୍ ସାହା)