Noneମୁଁ ଜଣେ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ। ଭିନ୍ନକ୍ଷମ ମଧ୍ୟ। ମାତ୍ର ମୋର ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଅହେତୁକ ଆଗ୍ରହ ଅଛି। ମୁଁ ମୋର ଗୋଟିଏ କବିତାଞ୍ଜଳି ବେପଥୁ ମଣିଷ ପୁସ୍ତକ ପ୍ରକାଶ କରିଛି । କବିତା ଲେଖିବା ମୋର ନିଶା । ଯେଉଁଥି ପାଇଁ ମୁଁ ଅନେକ ସାହିତ୍ୟ ସଙ୍ଗଠନ ଦ୍ଵାରା ସମ୍ମାନିତ ହୋଇଛି।
Share with friendsNo Audio contents submitted.