I'm Kalyani and I love to read StoryMirror contents.
Share with friends
अब्दुल कलाम जी के कथनुसार,अगर आप रेत पर अपने कदमों के निशान छोड़ना चाहते हो तो पीछे की तरफ कदम ना रखो ।
अब्दुल कलाम के कथानुसार, पहली कोशिश में असफल हो जाने पर भय नहीं करना चाहिए ।गणित भी ठीक से करने के लिए शून्य से शुरू करना पड़ता है।
ଅବଦୁଲ କଲାମ ଙ୍କ କଥାନୁସାରେ, ଆତ୍ମବିଶ୍ବାସ ଓ କଠିନ ପରିଶ୍ରମ ହିଁ ଅସଫଳତା ନାମକ ରୋଗ ଉପଶମ ର ଔଷଧ।ଏଇ ଦୁଇଟି ହିଁ ସଫଳତା ଆଣିଦେବା ପାଇଁ ସହାୟକ।
ଅବଦୁଲ କଲାମ କହୁଥିଲେ, ଯଦି ସୂର୍ଯ୍ୟ ସମ ଉଜ୍ଜ୍ବଳିତ, ଆଲୋକିତ ହେବାକୁ ଚାହୁଁ ଥିଲେ ପ୍ରଥମେ ସୂର୍ଯ୍ୟ ସମ ଜଳିବାକୁ ହେବ।ଜ୍ବଳନ ବିନା ଆଲୋକ ପ୍ରାପ୍ତି ଅସମ୍ଭବ।ଜୀବନରେ ସଫଳ ହେବାକୁ ହେଲେ ସଂଘର୍ଷ ଆବଶ୍ୟକ।
ଅବଦୁଲ କଲାମ ଙ୍କ କଥାନୁସାରେ,କଳା ରଙ୍ଗ ସାଧାରଣତଃ ଅଶୁଭ,ଖରାପ ହେବାର ସୂଚନା ଦେଇଥାଏ, କିନ୍ତୁ କଳାପଟା ବହୁ ଛାତ୍ର, ଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ବଳ ମୟ କରିଥାଏ।
अगर ना हो दया,क्षमा मन में, अपना सुख,आराम हो जिसके भावनाओं में, मदद की हाथ ना बढे किसी की ओर, भगवान प्रसन्न ना होवे उसकी उपर।