@7pskd3fd

Bhagyabanta Mahaling
Literary Captain
AUTHOR OF THE YEAR 2020 - NOMINEE

48
Posts
5
Followers
5
Following

ଲେଖିବା ,,, ପଢ଼ିବା,,, ବୁଝିବା,,, ଉପଯୋଗ କରିବା,,, ଉପାଭୋଗ୍ କରିବା

Share with friends
Earned badges
See all

Submitted on 08 May, 2021 at 13:56 PM

ଜୀବନ ଯାତ୍ରାରେ ଅନେକ ବାଧା ବିଘ୍ନ ଆସେ ଏହି ବାଧା କୁ ଯିଏ ସାମ୍ନା କରେ ପ୍ରକୁତରେ ସିଏ ହିଁ ବିର ।।।

Submitted on 08 May, 2021 at 13:56 PM

ମନୁଷ୍ୟ ଜୀବନ କଳଚକ୍ରେ ବନ୍ଧା ଅଟଇ ମାଟିର ପିଣ୍ଡ କେତେବେଳେ ଆସି ଯମ ନାଶିଦେବ ମିଳିଣ କଠିନ ଦଣ୍ଡ ।।

Submitted on 08 May, 2021 at 13:11 PM

ଦୟା ଶବ୍ଦଟି କେଡେ ମହାନ ଯାହା ପାଖ ରେ ଅଛି ପ୍ରକୁତରେ ସିଏ ହିଁ ଭାଗ୍ୟବାନ ।।

Submitted on 08 May, 2021 at 13:10 PM

ଦୟା ଶବ୍ଦଟି କେଡେ ମହାନ ଯାହା ପାଖ ରେ ଅଛି ପ୍ରକୁତରେ ସିଏ ହିଁ ଭାଗ୍ୟବାନ ।।

Submitted on 08 May, 2021 at 13:09 PM

ଦୟା ଶବ୍ଦଟି କେଡେ ମହାନ ଯାହା ପାଖ ରେ ଅଛି ପ୍ରକୁତରେ ସିଏ ହିଁ ଭାଗ୍ୟବାନ ।।

Submitted on 08 May, 2021 at 13:06 PM

ଋତୁ ଯେପରି ପରିବର୍ତ୍ତନ ଶିଲ ଠିକ୍ ସେମିତି ମନୁଷ୍ୟର ମନ ମଧ୍ୟ ପରିବର୍ତ୍ତନ ହୋଇଥାଏ।।।

Submitted on 08 May, 2021 at 13:02 PM

କାହାକୁ ପ୍ରଲୋଭନ ଦେଖାଇବା ଉଚିତ୍ ନୁହେଁ କାରଣ ଏହା ପାପ ।।

Submitted on 08 May, 2021 at 12:59 PM

କୁହାଯାଏ ଏକତା ହିଁ ବଳ ଏ ଇ ଟା କଣ ସତ ହେଲେ ଲୋକେ ବୁଝି ପାରନ୍ତି ନାହିଁ ପରସ୍ପର ମଧ୍ୟରେ ଶତ୍ରୁତା ସ୍ଥାପନା କରନ୍ତି କାହିଁକି ????

Submitted on 08 May, 2021 at 12:56 PM

ଛାଡ଼ିମତେ ଚାଲି ଗଲ ପ୍ରିୟା ଏବେ ଅଛି ମୁଁ ଏକା କଣ କିଛି ଭୁଲ କଲି କୁ ଦେଇ ଗଲ ମତେ ଧୋକା।।


Feed

Library

Write

Notification
Profile