shibaram dalai
Literary Colonel
AUTHOR OF THE YEAR 2021 - NOMINEE

111
Posts
160
Followers
5
Following

salipur cuttack

Share with friends

ସବୁବେଳେ ନିଜ ଭୁଲ କୁ ସ୍ୱୀକାର କରନ୍ତୁ ଭୁଲ ସ୍ବୀକାର କଲେ ମଣିଷ ଅନ୍ୟ ମାନଙ୍କ ଠୁ ସମ୍ମାନ ଓ ନିଜ ଭୁଲ ସୁଧାରିବା ରାସ୍ତା ପାଏ

କିଏ ଦେଖିବା ଆଗରୁ ନିଜ ଲୁହକୁ ନିଜେ ପୋଛିଦିଅ କାହିଁକି ନା ପ୍ରତେକ ମଣିଷ ତୁମର ଦୃବଳତା କୁ ଖୋଜି ବୁଲିଥାଏ ।

ଲୁହକୁ ଏତେ ଦାମୀ କରିଦିଏ ଯେମିତି ଅନ୍ୟ କେହି କିଣି ପାରିବେ ନାହିଁ, ହସକୁ ଏତେ ଶସ୍ତା କରିଦିଏ ଯେମିତି ସମସ୍ତ ଙ୍କୁ ମାଗଣାରେ ମିଳିଯିବ ।

ଧନୀ ମହାଧନୀ ଟଳିଗଲେ ଆଜି କରନା ସାଜିଛି କାଳ ଶୂନ୍ୟ ହୋଇବ କି ମୋ ଜୀବନ ଗଲେ ଜନନୀ ମାଆର କୋଳ ଶିବୁ.

ପାଇଥିଲି ମୁଁ ତୋହରି ପରଷ ଠିକ ଏପରି ଦିନେ ମୁଁ ଭିଜୁଥିଲି ତୁମେ ଭିଜୁଥିଲ ଆଜି ପଡ଼ିଯାଏ ମନେ . ଶିବୁ

ଲୁହ ହିଁ ମଣିଷ ଜୀବନ ର ସୁଖ ଦୁଃଖର ସାଥି ।

ମଣିଷର ପ୍ରକୃତି "କାମ ଥିଲେ ଆପଣାର କରିନିଏ" ଶିବୁ.

ମଣିଷର ପ୍ରକୃତି "କାମଥିଲେ ଆପଣାର କରିନିଏ" ଶିବୁ.

ମଣିଷର ପ୍ରକୃତି "କାମ ଥିଲେ ଆପଣାର କରିନିଏ" ଶିବୁ.


Feed

Library

Write

Notification
Profile