salipur cuttack
Share with friends
ସବୁବେଳେ ନିଜ ଭୁଲ କୁ ସ୍ୱୀକାର କରନ୍ତୁ ଭୁଲ ସ୍ବୀକାର କଲେ ମଣିଷ ଅନ୍ୟ ମାନଙ୍କ ଠୁ ସମ୍ମାନ ଓ ନିଜ ଭୁଲ ସୁଧାରିବା ରାସ୍ତା ପାଏ
ଲୁହକୁ ଏତେ ଦାମୀ କରିଦିଏ ଯେମିତି ଅନ୍ୟ କେହି କିଣି ପାରିବେ ନାହିଁ, ହସକୁ ଏତେ ଶସ୍ତା କରିଦିଏ ଯେମିତି ସମସ୍ତ ଙ୍କୁ ମାଗଣାରେ ମିଳିଯିବ ।