ନିଜକୁ ନିଜେ ଖୋଜିବାର ପ୍ରୟାସରେ
Share with friends
କିଏ କାମନା କରୁଛି ଦୀର୍ଘାୟୁ ହେବାକୁ ତ ପୁଣି କିଏ କହୁଛି ଅଳ୍ପାୟୁ ହେବାକୁ କିନ୍ତୁ ଏଠି ଆୟୁଷ ସବୁ ଜଳି ଜଳି ଯାଉଛି ସମୟ ଚକରେ ସିଗାରେଟ୍ ପରି।
ତୁମ ଆଗରେ ସବୁଦିନ ପାଇଁ ଆତ୍ମସମର୍ପଣ କଲାପରେ ମୋତେ ଲାଗେ କେବଳ ପୁନର୍ଜନ୍ମର ହିଁ ଆବଶ୍ୟକ।ଏଥର ହରେଇବାର ଯନ୍ତ୍ରଣା ଆରଥରକୁ ପାଇବାର କାମନା।