Amitav Pattanaik
Literary Lieutenant
31
Posts
0
Followers
0
Following

None

Share with friends
Earned badges
See all

ସଂପର୍କ ଦର୍ପଣରେ ସେ ପ୍ରତିମ୍ବିବ ଟା ଥରେ ଚହଲି ଗଲେ ଭୂଲ୍ ବୁଝାମଣା ରେ ଆବଦ୍ଧ ହୋଇଯିବାଟା ପ୍ରାୟ ନିଶ୍ଚିତ ।

ଭର୍ତ୍ସନା ଏକ ଅସମୟ ଅଗ୍ୟାନୀ ଝଡ । ଏହାକୁ ମନରେ ଜାବୁଡି ନ ଧରି ପାସୋରି ଦେବା ଭଲ

ଭର୍ତ୍ସନା ଏକ ଅସମୟ ଅଗ୍ୟାନୀ ଝଡ । ଏହାକୁ ମନରେ ଜାବୁଡି ନ ଧରି ପାସୋରି ଦେବା ଭଲ

ନିରବତାରେ ବି ନିରବି ନଥାଏ ସେ ସାବଲୀଳ ଶବ୍ଦର ଗୁଞ୍ଜରଣ...

ସ୍ଥିତପ୍ରଜ୍ଞ ସେ, ନା ଥାଏ ବିଜୟ ର ସୁଖ ନା ପରାଜୟ ର ଗ୍ଲାନି....

ସେ କର୍ମଫଳ ହେଉ ଅବା ଭାଗ୍ୟଫଳ, ଭୋଗ୍ୟ ହେଲାପରେ ବୋଧହୁଏ କର୍ମର ଅସ୍ଥିତ୍ଵକୁ ହରାଇ ବସିଥାଏ ।

ସମ୍ପର୍କର ପରିଭାଷା କୁ ବଦଳେଇ ଦେଇଥାଏ ସେ ସ୍ବାର୍ଥପର ମଣିଷଟା .... ଆଉ ବଞ୍ଚେଇ ରଖିଥାଏ ତାକୁ ବୋଧହୁଏ ନିଜର କାର୍ଯ୍ୟ ହାସଲ୍ ପାଇଁ...

ଅନେକ କିଛିକୁ ଛକି କରିଦେଲେ ଜୀବନର ସେ ଦୋଛକି ଟା'ରେ ବୋଧହୁଏ ଆଉ ବାହୁନିବାକୁ ପଡ଼ି ନଥାଏ !

ଅପ୍ରିୟ ସତ୍ୟ ଅପେକ୍ଷା ମଧୁର ମିଥ୍ୟା ବୋଧହୁଏ ଏଇ ଦୁନିଆର ଖୁବ୍ ସୁଖପ୍ରଦ ଉପାୟ ଆଉ ଆରାମଦାୟକ ବି...


Feed

Library

Write

Notification
Profile