Chinmaya Kumar Nayak
Literary General
AUTHOR OF THE YEAR 2021 - NOMINEE

768
लेखन
65
फोल्लोवेर्स
1
फॉलोविंग

None

मित्रांशी सामायिक करा
Earned badges
See all

ଜଣେ ନାରୀର ବିଦାୟ ଯେତିକି ଯନ୍ତ୍ରଣାଦାୟକ, ଜଣେ ନାରୀର ଆଗମନ ତାଠାରୁ ଅଧିକ ମଙ୍ଗଳ ଦାୟକ।

ବୟସର ପ୍ରତିଟି ସୋପାନରେ ନାରୀଟିଏ ଭିନ୍ନ ଭିନ୍ନ ରୂପରେ ତାର ଉପଯୋଗୀତା ସାବ୍ୟସ୍ତ କରିଥାଏ।

ମନୁଷ୍ୟ ସମାଜ ପାଇଁ ନାରୀ ଏକ ବରଦାନ ସଦୃଶ୍ୟ, ଯାହାର ଚମତ୍କାରିତା ଅକଳ୍ପନୀୟ।

ନାରୀ, ନିରସ ସମାଜରେ ରସ ସଦୃଶ ଯାହା ରୁକ୍ଷତା ଓ କଠୋରତାକୁ ନମନୀୟ କରିଥାଏ।

ନାରୀର ସାହଚର୍ଯ୍ୟ ବିନା ଜଣେ ପୁରୁଷ ପକ୍ଷରେ ସଫଳତା ଏକ ଦୁଃସ୍ୱପ୍ନ।

ଭାରତୀୟ ନାରୀ ମାନଙ୍କର କର୍ମ କୁଶଳତା ଅନ୍ୟ ରାଷ୍ଟ୍ରରେ ଦେଖିବାକୁ ମିଳେନାହିଁ।

ନାରୀର ଅନ୍ୟ ରୂପ ପ୍ରକୃତି, ଯାହା ବିନେ ସୃଷ୍ଟିର ସ୍ଥିତି ଅସମ୍ଭବ।

ପୁରୁଷ ପ୍ରଧାନ ସମାଜରେ ନାରୀ ସଦା ଅବହେଳିତା, ନିର୍ଯାତିତା ଓ ନିଷ୍ପେସିତା, ଯାହା କି ଏକ ଆଦର୍ଶ ସମାଜର ଲକ୍ଷଣ ନୁହେଁ।

ଯଦି ଗର୍ଭରୁ ହିଁ ନାରୀଟିଏ ଅନାବଶ୍ୟକ ହୋଇପଡ଼େ, ତେବେ ମାନବ ଜାତିର ପତନର ପ୍ରାରମ୍ଭ ବୋଲି ଜାଣ।


फीड

लाइब्रेरी

लिहा

सूचना
प्रोफाइल