Gadadhar Sahoo
Literary Captain
61
Posts
73
Followers
1
Following

consultant in Deloitte

Share with friends

ଜୀବନ ନୁହଇଁ ବନ୍ଧୁ କେବେ ଖେଳଘର କର୍ମ ସଦା କଲେ ଲାଗେ ଆନନ୍ଦ ଅପାର

ମଣିଷ ଜୀବନ ଅତି ମୂଲ୍ୟବାନ ମହତ କର୍ମ କରିବା ସୁକର୍ମ କରିଲେ ଜନ ମନସାରେ ଅମଳିନ ରହିଥିବା ।

ଭାଇ ଭଉଣୀ ଯେତେ ଦୂରେ ଥାନ୍ତୁ ଜୀବନ ବୃତ୍ତର ଦୁଇ କାହାଣୀ ଏକ ଆରେକର ଦୁଃଖ ଦୂର ପାଇଁ ସଦା ଦେଉଥାଏ ଅଭୟ ବାଣୀ ।

ଆହା କି ସୁନ୍ଦର ଅଟେ ଆମ ପରିବାର ଝରୁଥାଏ ସ୍ନେହ ପ୍ରେମ ସଦା ନିରନ୍ତର ।


Feed

Library

Write

Notification
Profile