SILURANJAN SAMAL
Literary Lieutenant
6
Posts
35
Followers
0
Following

None

Share with friends
Earned badges
See all

ସମ୍ପର୍କ ବି ଏମିତି ଏକ ଗୁଡ଼ିର ସୂତା ଖିଅ ପରି , ତାକୁ ଯିଏ ଯେମିତି ଉଡେଇବ ସେ ସେମିତି ଉଡିବ । ଟିକେ ଭୁଲ୍ ଭାଲ ହେଲେ ସୂତା ଛିଡି ଯାଇ ଗୁଡ଼ି ଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଏ । ସମ୍ପର୍କ ବି ସେମିତି !!!!!

ଜୀବନର ପଥ ଉଥାନ ପତନ ଦେଇ ଗତିକରିଥାଏ ,ସବୁ ବେଳେ ଚେଷ୍ଟା କରନ୍ତୁ ସତ୍ୟର ପଥ ବାଛିବା ପାଇଁ ଯେତେ କଷ୍ଟ ପଡୁନା କାହିଁକି , ଦେଖିବ ଜୀବନ ବହୁତ ସହଜ ଓ ସୁନ୍ଦର ହୋଇଯିବ ।


Feed

Library

Write

Notification
Profile