Smruti Sephali Meher
Literary Colonel
AUTHOR OF THE YEAR 2019 - NOMINEE

98
लेखन
106
फोल्लोवेर्स
0
फॉलोविंग

I am a Odia lecturer

मित्रांशी सामायिक करा
Earned badges
See all

ସ୍ବପ୍ନ କେବେ ରଙ୍ଗୀନ ଫଲ୍ଗୁ ତ କେବେ ଧୁ ଧୁ ଖରାର ତାତି ସେଇ ସ୍ବପ୍ନ ଆଣିଦିଏ ମଧୁର ମଳୟ ଗୀତି

ତୁମେ ତ ଦର୍ଶକ ତୁମେ ନିର୍ଦ୍ଦେଶକ ତୁମେ ସଖା ସବୁରି ଅଭାବରେ ତୁମେ ଭାବର ଠାକୁର ଛିଞ୍ଚି ଦିଅ କୃପା ବାରି

କରି ଜାଣିଲେ ସବୁ ବ୍ୟବସାୟ ଭଲ ନକରି ଜାଣିଲେ ଖାଲି ବସିବା ବି କଷ୍ଟ

ଅଜ୍ଞାନୀ କୁ ଜ୍ଞାନ ଦେଉ ମୁର୍ଖ ହୁଏ ପଣ୍ତିତ ତତେ ଯିଏ କରେ ବନ୍ଧୁ ତା ନାମ ହୁଏ ଖ୍ୟାତ

ଦେଖିଛି ପ୍ରକୃତି ଆଖିରେ ତୋ ସୌନ୍ଦର୍ଯ୍ୟ ରୂପ ମାଟିରୁ ଆକାଶ ପର୍ଯ୍ୟନ୍ତ ଦୂର ବିସ୍ତାରିତ ।

ପରିବାର ଏକ କୁସୁମ କଳିକା ପ୍ରେମରେ ହୁଏ ପ୍ରସ୍ଫୁଟିତ କେବେ ପୁଣି ଅଂହକାର ପାଇଁ ହାେଇଯାଏ ସମାଧିସ୍ଥ ।

ତୁମ ପ୍ରେମର ଗଭୀରତା ଓଠରୁ ନୁହଁ ଆଖିରେ ଝରେ ତୁମ ହୃଦୟ ଶ୍ରାବଣରେ ଶରୀର ନୁହଁ ମନ ମାେ ଭିଜେ

ମଧୁର ଓଠରେ ଦେଇଦିଅ ଥରେ ମସ୍ତକେ ପ୍ରୀତି ଚୁମ୍ବନ ସ୍ମୃତି ହାେଇ ରହୁ ମନରେ ଦୁହିଁଙ୍କ ଏହି ଅଭୁଲା ଦିନ ।

ସବୁ କଥା କହିହୁଏ ନାହିଁ ଓଠରେ ଆଖିରୁବି ପଢି ନିଅ ମନ କଥା ଥରେ ବାହୁରେ ବାନ୍ଧି ଦେଇ କର ଆଲିଙ୍ଗନ ଶୁଣି ଦେବ ତୁମ ନାଆ ହୃଦୟରେ ।


फीड

लाइब्रेरी

लिहा

सूचना
प्रोफाइल