କିଛି ଜଳେ ପାଉଁଶ ହେବା ପାଇଁ
ଆଉ କିଛି ଜଳେ ଅହରହ
ନଲିଭିବା ପାଇଁ...
ସତରେ ଲିଭିବା କୁ ଇଛା ହୁଏନି??
ପୁଞ୍ଜିଭୂତ ପୁଣ୍ୟ ହେଉ ତୁମର
ପାପର ଭାର ମୁଁ ବୋହିବାକୁ ପ୍ରସ୍ତୁତ
କିନ୍ତୁ ଥରେ ତ ଭଲପାଇବା ର
ସେଇ ଅଧିକାର ଦେଇ ଦିଅ..
ସସ୍ମିତା
ଆଶା ଓ ଅବଶୋଷ ର ଅଣନିଶ୍ବାସ ଦୌଡ
ସୁଖ ଦୁଃଖ ର ଛକାପଞ୍ଝା
ଭୁଲ୍ ଆଉ ଠିକ୍ ର ମାନସାଙ୍କ ହିଁ ଜୀବନ
ମୁଠା ମୁଠା ପ୍ରେମ ସାଉଣ୍ଟି ନେଲ
ପ୍ରତିଦାନ ରେ କିଛି ଚାହିଁନଥଲି
ତୁମେ କିଂତୁ ଉପହାରରେ
ଛଳନା ମୋର ପ୍ରାପ୍ୟ ବୋଲି ଦେଲ
Ush pul ko jaya na karo
Jiske liye tum koi nhi ho
Zindegi ke har lamha
Uske ke liye khas karo
Jo tumhare khusi ke liye
AAndhi se bhi ladh jaye...
ଅଳ୍ପ ଅଳ୍ପରେ ବହୁତ କିଛି
ତୁମଠାରୁ ତ ଶିଖିଛି
ଆଜି ଦୂରେଇ ଯାଇଛି
ବୋଲି ଏତେ ଅଭିମାନ
କାହିଁକି କରୁଛ ଖାଲି