ଲକ୍ଷ୍ମୀ ଆସନ୍ତି , ଅନ୍ୟାୟ କଲେ ଛାଡି ଚାଲିଯାଆନ୍ତି ।
ସରସ୍ଵତୀ ଖୁବ୍ ଡେରିରେ ଆସନ୍ତି, ଥରେ ଆସିଲେ ଆଉ ଯାଆନ୍ତିନି ।
ଲକ୍ଷ୍ମୀ ଆସନ୍ତି , ଅନ୍ୟାୟ କଲେ ଛାଡି ଚାଲିଯାଆନ୍ତି ।
ସରସ୍ଵତୀ ଖୁବ୍ ଡେରିରେ ଆସନ୍ତି, ଥରେ ଆସିଲେ ଆଉ ଯାଆନ୍ତିନି ।
ବଦଳୁଛି ଜୀବନର ରଙ୍ଗ
ବଦଳୁଛି ଋତୁ
ବଦଳୁଛି ପରିସ୍ଥିତି
ଯଦି ସବୁକିଛି ବଦଳିବାରେ ଲାଗିଛି ।
ତେବେ ପରମ୍ପରା ଆଉ ଲୋକାଚାରକୁ ଜାବୁଡ଼ି ଧରିବାକୁ
ଇଏ କି ବିଚାର ଚାଲିଛି ।।