Smrutirekha Acharya
Literary Captain
58
Posts
105
Followers
4
Following

ଲେଖନୀ ମୁନ ରଚୁଛି ଜୀବନ ଅନୁଭୂତି କରିବାକୁ ସୁରକ୍ଷିତ ସାଇତା ସ୍ବପ୍ନ

Share with friends
Earned badges
See all

Boundary perimeter of true love is equal to the addition of love and affection of mother and father

ମଦ ମାଶ୍ଚର୍ଯ୍ୟ ପରି ରିପୁ ର କବଳିତ ହେବା ନିଜର ଘୋର ବିପଦ କୁ ହାତ ଠାରି ଡାକିବା ସହ ସମାନ l

Once I had been to the land of happiness, there some one said me that first you have to go an ocean of sorrow in a voyage after that you can enjoy the charm of land of happiness. So if you do your duty perfectly success must have to come to you

ଆଶା ର ଭବିଷ୍ୟତ ବର୍ତ୍ତମାନ ର ନିଷ୍ଠା ଉପରେ ସମ୍ପୂର୍ଣ ରୂପେ ନିର୍ଭରଶୀଳ l

Not the first not the last, time is the every time restrictor..

ଜନ୍ମ ମୃତ୍ୟୁ ର ସୀମିତ ବ୍ୟବଧାନ କୁ ହୃଦୟଙ୍ଗମ କରି, ସମୟ ନଷ୍ଟ ନକରି କର୍ତବ୍ୟ ପଥ ରେ ଆଗେଇ ଚାଲିବା ହିଁ ବୁଦ୍ଧିମାନ ର ଲକ୍ଷ


Feed

Library

Write

Notification
Profile