@kalpana-kumari-pradhan

Kalpana Kumari Pradhan
Literary General
AUTHOR OF THE YEAR 2021 - NOMINEE

661
Posts
3
Followers
3
Following

I'm Kalpana Kumari and I love to read StoryMirror contents.

Share with friends
Earned badges
See all

"କଥା ପଦେ କହିଦେଲେ କିଏ ଛୋଟ ହୋଇ ଯାଏନି ହୁଏତ ସେହି ପଦେ କଥା କାହା ପାଇଁ ଗୋଟିଏ ଛୋଟିଆ ହସ ଆଉ ଆନନ୍ଦର ପରସ ମଣି... "

ଯାହା କହିବାର ଅଛି ଆଜି କହିଦିଅ, କିଏ ଜାଣେ ଆଉ ସେ ସମୟ ଆସିବ କି ନାହିଁ l

'ସମୟ ବଦଳେ, ପରିସ୍ଥିତି ବଦଳେ କିନ୍ତୁ ଆପଣାର ମଣିଷ ବଦଳିଯାଏ ଭାରି ଦୁଃଖ ହୁଏ '

'କିଛି କଥା ମନ କୁ ଭାରି କରିଦିଏ, ତାକୁ ପ୍ରକାଶ କରିଦେଲେ ଭାରି ହାଲୁକା ଲାଗେ '

ସବୁ ବେଳେ ସମୟ ସହିତ ଚାଲିବା ଶିଖନ୍ତୁ ତେବେ ସଫଳତା ର ବାଟ ତୁମପାଇଁ ସଦା ଉନ୍ନକ୍ତ ରହିବ l

ନିଜ ବଚନରେ କାହାକୁ ଆଘାତ ଦେବା ଆଗରୁ ଥରେ ଚିନ୍ତା କର, ତୁମକୁ ସେ ଆଘାତ ସହିଲେ କିପରି ଲାଗିବ ?

ହସ ଏପରି ଏକ ଔଷଧ ଯାହା ଯେକୌଣସି ରୋଗ ର ଉପଚାର ରେ ସହାୟକ ହୁଏ

ଯାହା ତ୍ୟାଗ କରିବାର ଅଛି ତାହା ଅଭିମାନ ଏବଂ ଯାହା ଗ୍ରହଣ କରିବାର ଅଛି ତାହା ଜ୍ଞାନ l

ସୁନ୍ଦର ପ୍ରଭାତ ରେ ସୁନ୍ଦର ଭାବନା ସାରା ଦିନ କୁ ଆନନ୍ଦ ମୟ କରେ l


Feed

Library

Write

Notification
Profile