I'm Debashis and I love to read StoryMirror contents.
Share with friends
ଶିଶିର ଭିଜା ଏ କୋମଳ କୁସୁମ ସବୁପରା ତୁମପାଇଁ ମନ ଫରୁଆରେ ତୁମ ପ୍ରତିଛବି ପ୍ରିୟା ହେ ଭୁଲିବ ନାହିଁ! ତୁମକୁ ପରା ଦେଇଦେଇଛି ମୋର ଏଇ ଛୋଟିଆ ମନ।