Anasuya Panda
Literary Colonel
43
Posts
54
Followers
0
Following

I am Anasuya, born and brought up in Odisha. A passionate reader, trying to compose my wondering thoughts to a stable form in Odia which are published in the newspaper, online magazines, magazines regularly and I am blogging in English too. I joined as a lecturer after my MCA, then served for IT... Read more

Share with friends
Earned badges
See all

The silken tie of a beautiful relationship is strengthen by understanding, love and respecting each other. It is a tie of emotion and empathy not equations.

ଏକ ମଧୁର ସମ୍ପର୍କ କୌଣସି ଅଙ୍କର ସୂତ୍ର ପ୍ରୟୋଗ କରି ନୁହେଁ ବରଂ ଭଲପାଇବା, ବୁଝାମଣା ଓ ପରସ୍ପରକୁ ସମ୍ମାନ ଦେବାରେ ଗଢି ଉଠେ ଓ ସୁଦୃଢ଼ ହୁଏ l

ଆମ ସଫଳତା ଆମ ଖୁସିର ରହସ୍ୟ ନୁହେଁ ବରଂ ଆମ ଖୁସି ହିଁ ଆମ ସଫଳତାର ରହସ୍ୟ l

We had a choice always to build a finer and happier form of ourselves, nothing matters like it was him, her and the time.

ଯାହା ଆମେ ଆମ ଚିନ୍ତା, କଥା ଓ କାମରେ କରୁଛେ ତାହା ଆମର କର୍ମ l ଯାହା ଆମେ ଭୋଗୁଛେ, ଖରାପ ପରିସ୍ଥିତିରେ ଵା ଅନ୍ୟ କେହି ଆମକୁ ଖରାପ ବ୍ୟବହାର ଦେଖାଇ, ତାହା ଆମର ଭାଗ୍ୟ l

ଆତ୍ମବିଶ୍ୱାସ ଓ ଧର୍ଯ୍ୟ ସଫଳତାର ଦୁଇ ମୁଖ୍ୟ ଉପାଦାନ l ତୁମଭିତରେ ସବୁ ସାମର୍ଥ୍ୟ ଭରି ରହିଛି, ତୁମେ ସବୁ କରିପାରିବ ଏ ଦୃଢ଼ବିଶ୍ୱାସ ଧର୍ଯ୍ୟର ସହରଖ, ସଫଳହେବ l

Peace is be happy with yourself. Happy is to be at peace with yourself.

Our own thoughts are the great friend and foe of our life.

ଆନନ୍ଦ ହିଁ ମନୁଷ୍ୟ ଜୀବନର ସର୍ବଶ୍ରେଷ୍ଠ ମଧୁରତମ ଲକ୍ଷ l


Feed

Library

Write

Notification
Profile