Yudhisthir Khamari
Literary Colonel
AUTHOR OF THE YEAR 2020 - NOMINEE

127
Posts
44
Followers
1
Following

କର୍ମମୟ ଜୀବନ ସଂଗ୍ରାମ ରେ ଭରା,ଭାଗ୍ୟ ନୁହେଁ ବରଂ କର୍ମ ହିଁ ନିର୍ଧାରଣ କରିବ ଆମ ମାନ ।

Share with friends
Earned badges
See all

ସତ୍ୟବାଦୀ ମାନଙ୍କର କ୍ଵଚିତ ବନ୍ଧୁ ଥାଆନ୍ତି ।

ପଦ୍ମ ପରି ଆମର କ୍ଷମତା ଆଛି ପଙ୍କ ରୂପକ କଳୁଷତାରୁ ଉଠି ଅନ୍ଧାର ରୂପକ ଅଜ୍ଞାନ କୁ ଦୂର କରି ପ୍ରକାଶିତ ହେବା ପାଇଁ ।

ନିଷ୍ଠାର ସହ ପରିଶ୍ରମ କରିବାର ଅନ୍ୟ ଅର୍ଥ ହେଉଛି ସଫଳତା ପଥରେ ଚାଲିବା ଖଳ ପ୍ରକୃତିର ଲୋକେ ନିଶ୍ଚୟ ହଇରାଣ ହରକତ କରିବେ, କିନ୍ତୁ ତାହା ପ୍ରଭାବହୀନ ରହିବ ।

ଉତ୍ତମ ସ୍ୱାସ୍ଥ୍ୟ ହିଁ ଉନ୍ନତ ବିଚାରର ମୂଳ ।

ନିରପେକ୍ଷ ବିଚାର କରିବା ସମସ୍ତଙ୍କ ସକାସେ ସମ୍ଭବ ହୋଇ ନ ଥାଏ , ପରମେଶ୍ବର ହିଁ ପ୍ରକୃତ ବିଚାରପତି । #ଯୁଧିଷ୍ଠିର ଖମାରୀ#

ମାଲିକ ଙ୍କ ଅନୁଗାମୀ ହେବା ସବୁ ଲୋକଙ୍କ ଦ୍ବାରା ହୁଏ ନାହିଁ । #ଯୁଧିଷ୍ଠିର ଖମାରୀ#

ଜାତୀୟ ସ୍ବର୍ଥ ନିକଟରେ ବ୍ୟକ୍ତିବାଦ ର କୈ।ଣସି ସ୍ଥାନ ନ ଥାଏ । # ଯୁଧିଷ୍ଠିର ଖମାରୀ#

ନୂତନ ବର୍ଷରେ ନୂତନ ଭାବନା ଓ ଦୁର୍ଗୁଣ ତ୍ୟାଗ ର ସଂକଲ୍ପ ରହିବା ଉଚିତ୍ । # ଯୁଧିଷ୍ଠିର ଖମାରୀ#

ଈଶ୍ଵର ଙ୍କ ସତ୍ତାକୁ ମଣିଷ ବିଶ୍ବାସ କରେ ବୋଲି ତାଙ୍କ ଭରସା ରେ ଅସାଧ୍ୟ କାର୍ଯ୍ୟ ମଧ୍ୟ ସାଧନ କରିପାରେ । @ ଯୁଧିଷ୍ଠିର ଖମାରୀ


Feed

Library

Write

Notification
Profile