କର୍ମମୟ ଜୀବନ ସଂଗ୍ରାମ ରେ ଭରା,ଭାଗ୍ୟ ନୁହେଁ ବରଂ କର୍ମ ହିଁ ନିର୍ଧାରଣ କରିବ ଆମ ମାନ ।
Share with friends
ନିଷ୍ଠାର ସହ ପରିଶ୍ରମ କରିବାର ଅନ୍ୟ ଅର୍ଥ ହେଉଛି ସଫଳତା ପଥରେ ଚାଲିବା ଖଳ ପ୍ରକୃତିର ଲୋକେ ନିଶ୍ଚୟ ହଇରାଣ ହରକତ କରିବେ, କିନ୍ତୁ ତାହା ପ୍ରଭାବହୀନ ରହିବ ।
ନିରପେକ୍ଷ ବିଚାର କରିବା ସମସ୍ତଙ୍କ ସକାସେ ସମ୍ଭବ ହୋଇ ନ ଥାଏ , ପରମେଶ୍ବର ହିଁ ପ୍ରକୃତ ବିଚାରପତି । #ଯୁଧିଷ୍ଠିର ଖମାରୀ#