କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅର୍ନ୍ତଗତ ରେଗଡା ଗ୍ରାମରେ ମୋର ଜନ୍ମ । ମୋର ଅନେକ ଗଳ୍ପ , କ୍ଷୁଦ୍ରଗଳ୍ପ ,କୋର୍ଟ, ପ୍ରବନ୍ଧ ଅ ପତ୍ରିକା , ଆହ୍ବାନ ପତ୍ରିକା ରେ ତଥା ଷ୍ଟୋରୀମିରର ରେ ପ୍ରକାଶିତ ହୋଇଛି । ଦୈନିକ ଧ୍ଵନି ପ୍ରତିଧ୍ଵନି ଭଳି ଖବର କାଗଜରେ ମଧ୍ୟ ପ୍ରକାଶିତ ହୁଏ । ମୁଁ ସମ୍ବଲପୁର ୟୁନିଭର୍ସସିଟି (PEC) ଏମ ଏ ଓଡ଼ିଆ ଛାତ୍ର
Share with friendsହଜାରେ ଦୁଃଖ ରହିଛି, କିଏ ତାକୁ ପ୍ରକାଶ କରିପାରିବ, ସମସ୍ତେ ହସୁଥାନ୍ତି, କିଏ ସେମାନଙ୍କ ଅବ୍ୟକ୍ତ ଭାବ..କୁ ଉପସ୍ଥାପନ କରିପାରିବ? @ହେ@ମ@ନ୍ତ
ପ୍ରକୃତରେ ମୁଁ କିଏ ? ଲୋକେ ଯେମିତି ଅନୁମାନ କରନ୍ତି ସେଟା ମୁଁ... ନା ଯେମିତି ଦେଖେଇବା କୁ ଚେଷ୍ଟା କରେ ତାହା ମୁଁ... ନା ଯାହା ମୁଁ ନିଜ ଭିତରେ ଖୋଜିବାକୁ ଚେଷ୍ଟା କରିଥାଏ.....? @ହେମନ୍ତ ସାହୁ