ପ୍ରେମର ଅନୁଭବକୁ ଶବ୍ଦରେ ଆଙ୍କୁଥିବା ଶିଳ୍ପୀ। Insta id- quotes_by_lipsa twitter id- quotesbylipsa pratilipi id- ଲିପ୍ସା ଦାସ "ଲିସା"
Share with friends
ମୁଁ ଜାଣେନା ପ୍ରେମ ର ଅର୍ଥ କଣ କିନ୍ତୁ ତୋ କଥା ଭାବିଲେ ହିଁ ଓଠରେ ଗୋଟିଏ ଛୋଟ ହସ ଖେଳିଯାଏ। ତା ଅର୍ଥ ଯଦି ପ୍ରେମ ତେବେ ମୁଁ ଭଲ ପାଏ ତତେ। #ମୋମନରକଥା