Jharana Rout
Literary Colonel
AUTHOR OF THE YEAR 2021 - NOMINEE

123
પોસ્ટ
1
અનુસરતા
1
ફોલોઈંગ

ସଂସାର ପଥରେ ମୁଁ ଏକ୍ ନାବିକ

મિત્રો સાથે શેર કરો
Earned badges
See all

ତୋ ବଡଦାଣ୍ଡରେ ପାଦ ପଡିଗଲେ ଧନ୍ୟ ହୁଏରେ ଜୀବନ ତୋ ପତିତପାବନ ଦେଖିଲେ କାଳିଆ ଲାଖି ଯାଏ ଏ ନୟନ || ଜୟ ଜଗନ୍ନାଥ 🙏

ଜୀବନରେ ବେଳେବେଳେ ଏମିତି ଏକ ପ୍ରଶ୍ନବାଚୀ ହୋଇଯାଏ ଯାହାକି ଉତ୍ତର ଆମ ପାଖେ ନଥାଏ |

ଜୀବନରେ ବେଳେବେଳେ ଏମିତି ପରିସ୍ଥିତି ଆସେ ନା ଆଗକୁ ଯାଇ ହୁଏ ନା ପଛକୁ ଫେରି ହୁଏ କେବଳ ଅଣନିଶ୍ୱାସୀ ଲାଗେ | [ଝରଣା ]

ସ୍ୱାର୍ଥ ଥିଲେ ସଭିଏଁ ଆପଣା ସ୍ୱାର୍ଥ ହାସଲ ପରେ ସଭିଏଁ ପର.

ଦୁଃଖକୁ ଯେତେ ନିଜ ଭିତରେ ଚାପି ରଖିବ ସେତେ ଦୁଃଖ ବଢିବ ଦୁଃଖକୁ ଯେତେ ବାଣ୍ଟି ଦେବ ଦୁଃଖ ଧୀରେ ଧୀରେ ଚାଲିଯିବ ଝରଣା

ସବୁ ପ୍ରଶ୍ନର ଉତ୍ତର ନଥାଏ ଯଦି ସେ ଉତ୍ତର ଖୋଜିବାକୁ ପଡେ ଗୋଟେ ମୁହୂର୍ତ୍ତରେ ସବୁ କିଛି ବିଗାଡି ଯାଏ... ଝରଣା

তুমি বিনা কিচ্ছু ভালো লাগেনা তুমি বিনা আমার পলক খুলে না...

କାହ୍ନୁ ତୋ ବଂଶୀ ରେ ମୋତେ ବାନ୍ଧି ଦେ ତୋ ସୁର ରେ ମୋତେ ଛନ୍ଦି ଦେ.....

ଯିଏ ଯେତେ ଧନଶାଳୀ ହେଉ ଯିଏ ଯେତେ ମାନ ସମ୍ମାନ ପାଉ ଯିଏ ଯେତେ ଗର୍ବ ଅହଙ୍କାର କରୁ କିନ୍ତୁ ଶେଷ ବେଳେ ଚାରି ଖଣ୍ଡ ବାଉଁଶ ସମସ୍ତଙ୍କ ପାଁଇ ସମାନ୍| ତେଣୁ କାହାକୁ ଛୋଟ ଭାବିବା ଉଚିତ୍ ନୂଁହେ. ✍️ ଝରଣା


ફીડ

લાઈબ્રેરી

લાખો

સૂચના
પ્રોફાઈલ