TASNEEM SULTANA LADLEE
Literary Brigadier
AUTHOR OF THE YEAR 2021 - NOMINEE

116
Posts
23
Followers
10
Following

ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ଫକିର ସାହି ଗ୍ରାମରେ ମୋର ଜନ୍ମ। ମୋର ୧୦୦ରୁ ଉର୍ଦ୍ଧ କ୍ଷୁଦ୍ରଗଳ୍ପ ଷ୍ଟୋରି ମିରର୍ ,ଦୈନିକ ସମ୍ବାଦପତ୍ର ସମ୍ବାଦ, ସମାଜ,ଧରିତ୍ରୀ , ସକାଳ ଓ ପ୍ରମେୟର ଶିଶୁପୃଷ୍ଠାରେ ପ୍ରକାଶିତ ହୋଇଛି। ମାସିକ ଶିଶୁ କିଶୋର ପତ୍ରିକା 'କୁନିକଥା' ଓ ନାନାବାୟା ଶିଶୁ ପତ୍ରିକାରେ ଆମ୍ଭ କିଛି କ୍ଷୁଦ୍ରଗଳ୍ପ ପ୍ରକାଶିତ ହୋଇଛି। ଆମ୍ଭ... Read more

Share with friends
Earned badges
See all

ଯେଉଁ ଜାତି ଦାମିକା ଜୋତା କିଣିବାରେ ଗର୍ବ ଓ ଶସ୍ତା ପୁସ୍ତକ କିଣିବାରେ କୁଣ୍ଠାବୋଧ କରେ ,ସେପରି ଜାତିକୁ ବୋଧୋ ଅଧିକ ଜୋତା ଦରକାର୍ । ତସନିମ୍ ସୁଲତାନା

। ସମୟର ମୂଲ୍ୟ ସେଦିନ ବିଦ୍ୟାଳୟରେ କୋଳାହଳ ହେଉଥାଏ । ପିଲା ମାନଙ୍କ ମଧ୍ୟରେ ଉତ୍ସାହ ଭରି ରହିଥାଏ। ପିଲା ମାନଙ୍କ ନଜର ନୋଟିସ୍ ବୋର୍ଡ ଉପରେ ଥାଏ । ଅର୍ଧ ବାର୍ଷିକ ପରୀକ୍ଷା ଫଳ ଆଉ ଅଳ୍ପ ସମୟ ମଧ୍ୟରେ ପ୍ରକାଶ ପାଇବ ।କାଜଲର ଛାତି ଧଡଧଡ ହେଉଥାଏ। ସମସ୍ତ ଗୁରୁଜୀ ଗୁରୁମା ଓ ସାଙ୍ଗମାନଙ୍କ ଭରସା ତା’ ଉପରେ ରହିଛି । ତା’ର ନାମ ଖାଲି ମେରିଟରେ ନୁହେଁ ,ଭଲ ଗ୍ରେଡରେ ରହି । ଠିକ୍ ସମୟରେ ରାମୁ ମଉସା ପରୀକ୍ଷା ଫଳ ଚାର୍ଟ ଆଣି ନୋଟିସ ବୋର୍ଡରେ ମାରିଦେଲେ । ମେରିଟ୍ ଲିଷ୍ଟରେ କାଜଲର ନା

ଶହେ ବର୍ଷ ଜିବିତ ରହିବା ପାଇଁ ଶହେ ବର୍ଷ ବଂଚିବା ଜରୁରୀ ନୂହେଁ । କେବଳ ଗୋଟିଏ ଦିନ ସମାଜ ଏମିତି କାମ କରିବା ଯାହାକୁ ଲୋକେ ଶହଶହ ବର୍ଷ ପର୍ଯ୍ୟନ୍ତ ମନେ ରଖିବେ ।

ପୁରୁଣା ପୋଷାକ ପିନ୍ଧନ୍ତୁ ପଛେ ନୂତନ ବହୀ କିଣି ପଢନ୍ତୁ ।

ମିଛ କହି ଜିତିବା ଅପେକ୍ଷା ସତ କହି ହାରିଯିବା ଭଲ ।

ଦିନେ ନଈକୁ ସମୁଦ୍ର କହିଲା - 'ତୁ ମୋ ପରି ବଡ ହୋଇ ପାରିବୁ' ? ନଈଟି ଧୀର ସ୍ବରରେ କହିଲା-'ବଡ ହୋଇ ଲୁଣିଆ ହେବା ଅପେକ୍ଷା ଛୋଟ ହୋଇ ମିଠା ରହିବା ଭଲ ।

ଦିନେ ନଈକୁ ସମୁଦ୍ର କହିଲା - 'ତୁ ମୋ ପରି ବଡ ହୋଇ ପାରିବୁ' ? ନଈଟି ଧୀର ସ୍ବରରେ କହିଲା-'ବଡ ହୋଇ ଲୁଣିଆ ହେବା ଅପେକ୍ଷା ଛୋଟ ହୋଇ ମିଠା ରହିବା ଭଲ ।

କଠିନ ପରିଶ୍ରମର ବିକଳ୍ପ ନାହିଁ । ସଫଳତାର ଏକମାତ୍ର ଚାବିକାଠି ହେଉଛି କଠିନ ପରିଶ୍ରମ


Feed

Library

Write

Notification
Profile