Santosh Kumar Ojha
Literary General
AUTHOR OF THE YEAR 2021 - NOMINEE

534
Posts
29
Followers
20
Following

୧୯୮୫ରୁ ଅଦ୍ୟାବଧି ଶିଶୁ, କିଶୋର,ଯୁବ, ଆଧୂନିକ, ସାମାଜିକ, ପ୍ରାକୃତିକ,ବ୍ୟଙ୍ଗାତ୍ମକ,ଗୀତି କବିତା, ଲୋକ ଗୀତ , କ୍ଷୁଦ୍ର ଗଳ୍ପ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା ଅବ୍ୟାହତ ରହିଛି ।ବୃତ୍ତିରେ ଜୀବନ ବିମା କମ୍ପାନୀରେ କାର୍ଯ୍ୟରତ । ଶିକ୍ଷାଗତ ଯୋଗ୍ୟତା ଓଡ଼ିଆରେ ସ୍ନାତକୋତ୍ତର ।

Share with friends
Earned badges
See all

" ଶରତେ ମରତେ ଆସ ମା' ତୁରିତେ ଡାକୁ ଅଛୁ ସର୍ବେ ଆରତେ , ଦୁଃଖ ଦୂର ହେଉ ପାପ ନାଶ ହେଉ ପୂଣ୍ୟ ଭରି ଯାଉ ଜଗତେ ।"

" ଦଶଭୁଜେ ପାପ ନାଶୁ ନାମ ହେଲା ଦଶହରା , ଦଶ ଦିଗେ ପାଉ ପୂଜା ଢାଳି ଶୁଭାଶିଷ ଧାରା ।"

" ଦୁର୍ଗତିନାଶିନୀ ଦୁର୍ଗା ମାଅା ଦଶଭୁଜା , ଚରଣେ ଶରଣ ଦିଅ କରେ ତବ ପୂଜା ।"

" ଦୁର୍ଗତିନାଶିନୀ ମାଅା ଦଶଭୁଜା , ଦୁଃଖ ଯାଉ ସୁଖ ଥାଉ ଉଡ଼ୁ ତୋର ଧ୍ବଜା ।"

" ମାଅା ଦଶଭୁଜା କରେ ମୁହିଁ ପୂଜା ଦୁଃଖ ତାପ କର ନାଶ , କରୁଛି ଜଣାଣ ଦିଅ ମା' ଶରଣ ଚରଣରେ ଦିଅ ବାସ ।"

" ମାଆ ଦଶଭୁଜା ଦଶଭୁଜେ ତୋର ଦଶ ଦୋଷ ନିଅ ହରି , ଅସରା ମୋ ଲୁହ ଦଶରା ରେ ସରୁ ଭବୁ ଯିବି ମା' ତରି ।"

" ଗୁରୁ ସେବା ଗୋରୁ ସେବା ପିତା ମାତା ଦେବ ଦେବା ଗୁରୁଜନ ଦୀନ ଜନ ଆଶୀର୍ବାଦେ ମହା ପୂଣ୍ୟ ।"

" ଦୁଃଖି ସେବାରୁ ମିଳେ ଯେ ଆଶୀର୍ବାଦ , ଲଭିବୁ ବୈକୁଣ୍ଠ ନାହିଁ ପ୍ରମାଦ "

" ଗୋ-ସେବା ଆଶୀର୍ବାଦ ମିଳଇ ସୁଖ ସଂପଦ ଜାଣି ଥିଲେ ଶ୍ରୀମାଧବ ।"


Feed

Library

Write

Notification
Profile