ସାହିତ୍ୟ ମୋତେ ଆନନ୍ଦ ଦିଏ । ମୁଁ ଲେଖିବା ଅପେକ୍ଷା ପଢିବା ରେ, ଅଧିକ ମହତ୍ୱ ଦେଇଥାଏ। ସାହିତ୍ୟ ମୋ ରକ୍ତ ରେ ପ୍ରବାହିତ ହୋଇ ମତେ ସତେଜ କରେ .... ଜୟ ଜଗନ୍ନାଥ 🙏
Share with friends
ଶାନ୍ତି ମୈତ୍ରୀ ବିଜୟ ପତାକା ଉଡାଇ କହେ ସ୍ୱପ୍ନ ସାହସ ବଳିଦାନ ର ଦିବସ ଇଏ ମୁକ୍ତି ମହାମନ୍ତ୍ର ଗାଇବା ସଧିରେ ତ୍ରିରଙ୍ଗା ପତାକା ଉଡ଼େ ଘରେଘରେ