Ajita Mishra
Literary Colonel
AUTHOR OF THE YEAR 2019 - NOMINEE

108
Posts
79
Followers
5
Following

ସାହିତ୍ୟ ମୋତେ ଆନନ୍ଦ ଦିଏ । ମୁଁ ଲେଖିବା ଅପେକ୍ଷା ପଢିବା ରେ, ଅଧିକ ମହତ୍ୱ ଦେଇଥାଏ। ସାହିତ୍ୟ ମୋ ରକ୍ତ ରେ ପ୍ରବାହିତ ହୋଇ ମତେ ସତେଜ କରେ .... ଜୟ ଜଗନ୍ନାଥ 🙏

Share with friends

ପୃଥିବୀ ରୁ ମାନବତା ଦୂରେଇ ଗଲେ ଶିକ୍ଷା ମୂଲ୍ୟହୀନ ହୋଇଥାଏ

ପୃଥିବୀ ରୁ ମାନବତା ଦୂରେଇ ଗଲେ ଶିକ୍ଷା ମୂଲ୍ୟହୀନ ହୋଇଥାଏ

ମଣିଷ ର ମନ ଭାଗ୍ୟ ଓ ସ୍ଥିତି ରୁ ଉର୍ଦ୍ଧ୍ବ ରେ କାର୍ଯ୍ୟ କରିପାରେ... ବିଶ୍ୱାସ ରଖିବା "ଏ ସମୟ ଖୁବ୍ ଶୀଘ୍ର ଚାଲିଯିବ"

ମଣିଷ ର ମନ ଭାଗ୍ୟ ଓ ସ୍ଥିତି ରୁ ଉର୍ଦ୍ଧ୍ବ ରେ କାର୍ଯ୍ୟ କରିପାରେ... ବିଶ୍ୱାସ ରଖିବା "ଏ ସମୟ ଖୁବ୍ ଶୀଘ୍ର ଚାଲିଯିବ"

ମାଟି ମାଆ ପାଇଁ କାନ୍ଦିପାରେନା ପଥର ସାଜେ ଯେଉଁ ହୃଦୟ ସ୍ୱଦେଶ ରେ ରହି ନୁହେଁ ଯେ ଦେଶର ବିକଳାଙ୍ଗ ସିଏ କେଉଁ ଗୋଲାମ ର

ଶାନ୍ତି ମୈତ୍ରୀ ବିଜୟ ପତାକା ଉଡାଇ କହେ ସ୍ୱପ୍ନ ସାହସ ବଳିଦାନ ର ଦିବସ ଇଏ ମୁକ୍ତି ମହାମନ୍ତ୍ର ଗାଇବା ସଧିରେ ତ୍ରିରଙ୍ଗା ପତାକା ଉଡ଼େ ଘରେଘରେ

ସହସ୍ର କାରଣ ସାଥେ ଧରି ମୃତ୍ୟୁ ଯଦି ଆସେ ତଥାପି ମୁ ହାରିଯିବି ନାହିଁ କାରଣ ଖୋଜିବି ବଞ୍ଚିବା ପାଇଁ

ହୋଇପାରେ ମୂଲ୍ୟ ହିନ ତଥାପି ବଞ୍ଚିବାକୁ ଖୋରାକ୍ ଯୋଗାଏ ଅଧୁରା ରାତିଟା ଝୁରେ ଦେଖିବାକୁ ଦିବା ସ୍ୱପ୍ନ

ସୁପ୍ରଭାତ ବିଶ୍ୱ ପ୍ରେମ ଜୀବନପଥର ସମସ୍ତ ବାଧାକୁ ଦୂର କରେ ଅଜିତା ମିଶ୍ର


Feed

Library

Write

Notification
Profile