Satyanarayan Sahoo
Literary General
1220
Posts
4
Followers
0
Following

I'm Satyanarayan and I love to read StoryMirror contents.

Share with friends
Earned badges
See all

କେତେ ହସ ଖୁସି ଭରା ଲାଗେ ଜୀବନ ଯାତ୍ରା ସମୟରେ ଆମ, ହର୍ଷ, ଉଲ୍ଲାସ ରସ ରେ ହୁଏ ଉଦ୍ଦୀପନା ପୂର୍ଣ୍ଣ ।

ଗୁରୁ ହିଁ ଜୀବନ କର।ଅନ୍ତି ରସମୟ ଏଣୁ ନିତ୍ୟ ଗୁରୁ ପ।ଦେ ରହି ଥାଉ ଲୟ ।

ହତାଶା ନିରାଶା ଆଉ ଯନ୍ତ୍ରଣା ପ୍ରବାହ , ଜୀବନ କୁ ଦହି ଦିଏ ନିତ୍ୟେ ଅହ ରହ ।

ଆହା କି ଆନନ୍ଦ ମୟ ଏ ବିଶ୍ୱ ଭୁବନ ପ୍ରତି କ୍ଷଣେ ପ୍ରାଣେ ବୁଣେ ପ୍ରୀତି ର ସ୍ପନ୍ଦନ ।

ଆହା କି ଉଲ୍ଲାସ ସହ ହସେ ଏ ପ୍ରକୃତି ଫୁଲ ଫଳ ଶସ୍ୟ ଭାର ଭରା ଅନନ୍ୟ ସୁରଭି ।

ଆହା କି ଆନନ୍ଦ ଉଲ୍ଲାସ ଭରେ ସଭିଏଁ ମତ୍ତ ଆସିଅଛି ରାତ୍ରୀ ଅବସାନ ରେ ଏହି ନବ ପ୍ରଭାତ ।

ନିଦାଘ ର ଦାହ ଜ୍ଵାଳା ଦୁର୍ବିସହ ବଢ଼ି ଚାଲେ ଅଂଶୁଘାତ ଝାଞ୍ଜି ବାତ ବାୟୁ ପ୍ରଭାବରୁ ଏବେ ବଢେ ବହୁତ ଉତ୍ତାପ ।

ନିଦାଘ ର ଦାହ ଜ୍ଵାଳା ଦୁର୍ବିସହ ବଢ଼ି ଚାଲେ ଅଂଶୁଘାତ ଝାଞ୍ଜି ବାତ ବାୟୁ ପ୍ରଭାବରୁ ଏବେ ବଢେ ବହୁତ ଉତ୍ତାପ ।

ଆହା କି ଆନନ୍ଦ ମୟ ଶୋଭା ପରିପୂର୍ଣ୍ଣ ଦିଶେ ମନୋହର ହସେ ପ୍ରକୃତି ଲୀଳା ଅବର୍ଣ୍ଣ ।


Feed

Library

Write

Notification
Profile