ବାଲ୍ୟକାଳ ସ୍ମୃତି କେତେ ମଧୁର ଚିତ୍ର ତ ନିର୍ମଳ ନିଷ୍ପାପ ହୃଦୟର ସେ ଅତୀତକୁ କଅଣ ପାଇ ପାରିବା ସେ ବିଚାର କଳ୍ପନା ଆଉ ନଦେଖିବା
****************** FORGIVENESS ****************** IS FORGIVENESS UNACHIEVABLE? IS IT AN IDEALIST QUALITY? IS THE TERM NOW A MERE CONCEPT? These three questions haunt me. People are now becoming touchy about pretty things. I have that idea being a lawyer of 41 years practice. I have gathered reading the minds of people in dealing with them. A lot of us like to hold on to feelings. We thrive on
ମାନବ ଚେତନାରେ ଅଜ୍ଞାନ ହେବା କେବେ ଚାହେଁନା | ଅଜ୍ଞତା ଯୋଗୁ ଭୟ ଥାଏ | କଳ୍ପନା ପ୍ରତି ପ୍ରଗାଢ଼ ଆବେଗ ରହେ | ପ୍ରତି କଳ୍ପନାର ନିଚ୍ଛକ ସତ୍ୟତା ପ୍ରତି ଅନୁଧ୍ୟାନ ଲୋଡ଼ା | ସ୍ୱୟଂ ଅଧ୍ୟୟନ ଲୋଡ଼ା | ଜନ ମାନସରେ ଚେତନା ପହଞ୍ଚାଇବାକୁ କତିପୟଙ୍କୁ ବହ୍ନିଶିଖା ହୋଇ ନିଜକୁ ଜାଳିବାକୁ ପଡ଼ିବ |
ମଣିଷର ମୋହ ଅଛି ବିବେକ ଅଛି. ବୁଦ୍ଧିର ବିନା ପ୍ରୟୋଗରେ ଜାଣି ଜାଣି ମୋହ ଓ ଲୋଭନୀୟ ଲାଳସା ଆଗରେ ଯିଏ ନିଜକୁ ସମର୍ପି ଦିଏ, ତାହାର ଜୀବନଯାତ୍ରl ମାନବତ୍ଵରୁ ବାଟବଣା ହୁଏ.
ପଶ୍ଚିମାଚଳର ବିସ୍ତାରିତ ଦିଗନ୍ତରେ ସୂର୍ଯ୍ୟ ଢଳିଗଲେ କ୍ଲାନ୍ତ ପୃଥିବୀରେ ଘୋଡି ହୁଏ ସଞ୍ଜ ଅନ୍ଧାର | ସାରା ଦିନର ଶ୍ରମ ପରେ ଘରକୁ ଫେରି ଆସେ ଶ୍ରମଜୀବି ମଣିଷ | ଘରର ବୋହୂ ସଞ୍ଜବତୀ ଦିଏ ଘରର ଦୁଆର ବନ୍ଧ ଉପରେ | ପରିବାର ଓ ବିଶ୍ୱର ଶୁଭ ମନାସି, ଆବାହନ କରେ ତେତିଶ କୋଟି ଦେବାଦେବୀଙ୍କୁ | ଘରର ଅଗଣାରେ ସେ ଲୁଗାକାନି ବେକ ଚାରିପଟେ ଗୁଡେ଼ଇ ଭକ୍ତିପୂତ ମନରେ ଜାଳି ଦିଏ ସଞ୍ଜ ଦୀପ | 'ସଭିଙ୍କର ମଙ୍ଗଳ ହେଉ' କାମନା କରେ | ଏହି ଭାବନା ହେଉଛି ଆମ ସଂସ୍କୃତି |