Ramachandra Bhutia
Literary Colonel
AUTHOR OF THE YEAR 2021 - NOMINEE

136
ಪೋಸ್ಟ್\u200cಗಳು
1
ಅನುಯಾಯಿಗಳು
1
ಅನುಸರಿಸಲಾಗುತ್ತಿದೆ

None

ಸ್ನೇಹಿತರೊಂದಿಗೆ ಹಂಚಿಕೊಳ್ಳಿ
Earned badges
See all

ଜୀବନକୁ ମଜାରେ ମଜାରେ ବଞ୍ଚିବାକୁ ଚେଷ୍ଟା କର ଦେଖିବ ଜୀବନ ସୁଖପୂର୍ଣ୍ଣ ଓ ସରସ ଲାଗିବ।

ବେଳେବେଳେ ଏ ପୃଥିବୀ ଟା ବଡ଼ ବିଚିତ୍ର ଲାଗେ , ଏମିତି ନିୟମ!! ହାତୀ ଗଳିଯାଏ, ମାତ୍ର ପିମ୍ପୁଡ଼ି ବିଚରା ବଳି ପଡ଼ିଯାଏ।

ଆମେ ସବୁ ପରା ଧରଣୀ ସନ୍ତାନ ପୃଥିବୀ ମାଆ ଆମର କରିବା ଶପଥ ବଞ୍ଚିବା ସଭିଏଁ ସ୍ନେହ ରଖି ପରସ୍ପର

ଭଗବାନଙ୍କୁ ଡାକିଲେ ମିଳନ୍ତି, ନିଶ୍ଚୟ ମିଳନ୍ତି କିନ୍ତୁ ଆତ୍ମବଡିମା ରେ ନୁହଁ ଆତ୍ମସମର୍ପଣ ରେ ଡାକିବା ଦରକାର।

ବର୍ତ୍ତମାନ ସମୟ ରେ ଲୋକମାନଙ୍କର ଭଗବାନଙ୍କ ପ୍ରତି ଭକ୍ତି କମ୍ ଆଉ ଭୟ ଅଧିକ ଥିବାର ଅନୁଭବ ହେଉଛି।

ହେ ଭଗବାନ!! ମୋତେ ଧନସମ୍ପତ୍ତି, ମାନସମ୍ମାନ ପଛେ ନ ଦିଅ କିନ୍ତୁ ମୋ ମନରେ ତୁମ ପାଇଁ ଅଖଣ୍ଡ ଭକ୍ତି ଓ ବିଶ୍ବାସ ଦିଅ। ଏତିକି ହିଁ ମୋର ପ୍ରାର୍ଥନା।

ଭଗବାନ ମନ୍ଦିରରେ ନଥାନ୍ତି କିମ୍ବା କାଷ୍ଠ ବା ପଥରରେ ନିର୍ମିତ ହୋଇନଥାନ୍ତି, ସେ ସର୍ବଦା ଆମର ହୃଦୟ ରେ ରହିଥାନ୍ତି ଓ ଆମର ଭକ୍ତି, ବିଶ୍ୱାସ, ସମର୍ପଣ ରେ ଗଢା ହୋଇଥାନ୍ତି।

ଭଗବାନ ଙ୍କୁ ଏକାଗ୍ର ଚିତ୍ତରେ ସ୍ମରଣ କରିଲେ ଦୁଃଖ ଓ ବିପତ୍ତି ଦୂର ହେଉ ବା ନହେଉ କିନ୍ତୁ ସେ କଷ୍ଟକର ସମୟ କୁ ପ୍ରତିହତ କରିବାକୁ ସାହାସ, ସାମର୍ଥ୍ୟ ଓ ଶକ୍ତି ନିଶ୍ଚୟ ମିଳିଥାଏ।

ଭଗବାନ ଙ୍କୁ ନେଇ ଧର୍ମ ଧର୍ମ କୁ ନେଇ ଭଗବାନ ନୁହଁ।


ಫೀಡ್

ಲೈಬ್ರರಿ

ಬರೆಯಿರಿ

ಅಧಿಸೂಚನೆ
ಪ್ರೊಫೈಲ್