@56fii5ud

Shubhra Suchitra Mahanta
Literary Captain
AUTHOR OF THE YEAR 2020 - NOMINEE

74
Posts
53
Followers
0
Following

I'm Shubhra Suchitra and I love to read StoryMirror contents.

Share with friends
Earned badges
See all

Submitted on 10 Oct, 2020 at 05:18 AM

तुम भुला न सकोगे मैं वो वार हूँ तुम छुपा न सकोगे मैं वो प्यार हूँ

Submitted on 05 Sep, 2020 at 06:35 AM

ଗୁରୁ ଜଣାଇ ଦିଅନ୍ତି ଜୀବନ ଅର୍ଥ ଗୁରୁଙ୍କ ବିନା ହୁଏ ଜୀବନ ବ୍ୟର୍ଥ.....

Submitted on 04 Sep, 2020 at 15:47 PM

ଲୋଭ ଇର୍ଷା କାମ କ୍ରୋଧ ନିଆଁ ରେ ନିତି ଜଳୁ ଅଛି ମଣିଷ ଏ ନିଆଁ କେବେ ବି ଲିଭିଯିବ ନାହିଁ ଘିଅ ଢ଼ାଳୁ ଅଛି ମଣିଷ...

Submitted on 03 Sep, 2020 at 09:05 AM

ଗୁରୁ ଅଟନ୍ତି ଜୀବନର ଆଧାର ଗୁରୁଙ୍କ ପାଖେ ଅଛି ସାରା ସଂସାର

Submitted on 02 Sep, 2020 at 12:57 PM

ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ

Submitted on 30 Aug, 2020 at 02:32 AM

ଟଙ୍କା ପାଖେ ଥିଲେ, ସବୁ ନିଜର ଟଙ୍କା ସରିଲେ କରନ୍ତି ପର ଟଙ୍କା ରେ ଚାଲେ ଦୁନିଆ ଆଜି ଟଙ୍କା ବିନା ସବୁ ଅସାର

Submitted on 29 Aug, 2020 at 11:21 AM

ଦେହ ମନ ଭଲ ରହେ କରିଲେ ନିତି କ୍ରୀଡା ନହେଲେ ଅଦିନେ ସହୁଥିବ ଦୀର୍ଘସ୍ଥାୟୀ ପୀଡା

Submitted on 28 Aug, 2020 at 08:22 AM

କର ନିତ୍ୟକାର୍ଯ୍ଯ ଠିକ୍ ସମୟରେ ଇଚ୍ଛା ଯଦି ରହିବାକୁ ଆନନ୍ଦରେ

Submitted on 27 Aug, 2020 at 03:42 AM

କହିଦିଅ ପ୍ରିୟ ସବୁକିଛି ଯାହାବି ଭାବୁଛ ମନେ ନହେଲେ ଯିବ ଭାଙ୍ଗି ସମ୍ପର୍କ ସ୍ମୃତି ରହିଯିବ ଜୀବନେ


Feed

Library

Write

Notification
Profile