Shubhra Suchitra Mahanta
Literary Captain
AUTHOR OF THE YEAR 2020 - NOMINEE

74
ପୋଷ୍ଟସ୍
2
ଅନୁସରଣକାରୀ
0
ଅନୁସରଣ କରୁଛନ୍ତି

I'm Shubhra Suchitra and I love to read StoryMirror contents.

ବନ୍ଧୁମାନଙ୍କ ସହ ବାଣ୍ଟନ୍ତୁ
Earned badges
See all

तुम भुला न सकोगे मैं वो वार हूँ तुम छुपा न सकोगे मैं वो प्यार हूँ

ଗୁରୁ ଜଣାଇ ଦିଅନ୍ତି ଜୀବନ ଅର୍ଥ ଗୁରୁଙ୍କ ବିନା ହୁଏ ଜୀବନ ବ୍ୟର୍ଥ.....

ଲୋଭ ଇର୍ଷା କାମ କ୍ରୋଧ ନିଆଁ ରେ ନିତି ଜଳୁ ଅଛି ମଣିଷ ଏ ନିଆଁ କେବେ ବି ଲିଭିଯିବ ନାହିଁ ଘିଅ ଢ଼ାଳୁ ଅଛି ମଣିଷ...

ଗୁରୁ ଅଟନ୍ତି ଜୀବନର ଆଧାର ଗୁରୁଙ୍କ ପାଖେ ଅଛି ସାରା ସଂସାର

ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ

ଟଙ୍କା ପାଖେ ଥିଲେ, ସବୁ ନିଜର ଟଙ୍କା ସରିଲେ କରନ୍ତି ପର ଟଙ୍କା ରେ ଚାଲେ ଦୁନିଆ ଆଜି ଟଙ୍କା ବିନା ସବୁ ଅସାର

ଦେହ ମନ ଭଲ ରହେ କରିଲେ ନିତି କ୍ରୀଡା ନହେଲେ ଅଦିନେ ସହୁଥିବ ଦୀର୍ଘସ୍ଥାୟୀ ପୀଡା

କର ନିତ୍ୟକାର୍ଯ୍ଯ ଠିକ୍ ସମୟରେ ଇଚ୍ଛା ଯଦି ରହିବାକୁ ଆନନ୍ଦରେ

କହିଦିଅ ପ୍ରିୟ ସବୁକିଛି ଯାହାବି ଭାବୁଛ ମନେ ନହେଲେ ଯିବ ଭାଙ୍ଗି ସମ୍ପର୍କ ସ୍ମୃତି ରହିଯିବ ଜୀବନେ


ଫିଡ଼୍

ଲାଇବ୍ରେରୀ

ଲେଖନ୍ତୁ

ସୂଚନା
ପ୍ରୋଫାଇଲ୍