ତୁମର ଫୁଟିଛ ବଗିଚାରେ ମୋର ପ୍ରଥମ ଗୋଲାପ ହୋଇ ତୁମେତ ଆସିଛ ଜୀବନରେ ମୋର ପ୍ରଥମ ନାୟିକା ହୋଇ
ଡଃ ବନ୍ଦିତା ଶତପଥୀ
ଅଢେଇ ଦିନିଆ ଦୁନିଆଁ ସରିବ କିଏତ କୁଆଡେ ଯିବା
ମଣିଷ ମନରେ ପଶୁ ମନ ନେଇ ବଞ୍ଚିବାର ଲାଭ କିବା ।।
ଡଃ. ବନ୍ଦିତା ଶତପଥୀ
ସମସ୍ତେ କହନ୍ତି ତୁମେ ତୁମେ ବୋଲି ସେ ତୁମେ ର ମୂଲ୍ୟ ନାହିଁ ତୁମେ ଯେତେବଳେ ତୁମେ ବୋଲି କୁହ ଏତେ ମିଠା କାହିଁ ପାଇଁ ।।
ସମସ୍ତେ କହନ୍ତି ତୁମେ ତୁମେ ବୋଲି ସେ ତୁମେ ର ମୂଲ୍ୟ ନାହଁ ତୁମେ ଯେତେବଳେ ତୁମେ ବୋଲି କୁହ ଏତେ ମିଠା କାହିଁପାଇଁ ।।
ଵସନ୍ତ ଯାଇଛି, ସମର ଆସିଛି, ମହାସମରଣ ନେଇ ତୁମ ମୁହଁ ମୋତେ ଦିଶିଯାଏ ସତେ ପୂର୍ଣ୍ଣିମାର ଚାନ୍ଦ ହୋଇ ।।