suchismita Sahu
Literary Colonel
60
ಪೋಸ್ಟ್\u200cಗಳು
0
ಅನುಯಾಯಿಗಳು
0
ಅನುಸರಿಸಲಾಗುತ್ತಿದೆ

ଗୃହିଣୀ

ಸ್ನೇಹಿತರೊಂದಿಗೆ ಹಂಚಿಕೊಳ್ಳಿ
Earned badges
See all

ଲୋକ ମାନେ ଆପଣଙ୍କୁ ସେତେବେଳେ ନିଜର ସମୟ ଦିଅନ୍ତି ଯେତେ ବେଳେ ସେମାନେ ଫାଙ୍କା ଥାଆନ୍ତି

ବ୍ୟକ୍ତିଗତ ଜୀବନର ସବୁ କଥା ଅନ୍ୟକୁ ପ୍ରକାଶ କରିବା ଉଚ୍ଚିତ ନୁହେଁ

ମନର ବଳ ଆଗକୁ ବଢିବାକୁ ପ୍ରେରଣା ଯୋଗାଇ ଥାଏ ମଣିଷକୁ ଅନେକ ପ୍ରତିବନ୍ଧକ ସତ୍ୱେ

ଉଡିବାକୁ କେବଳ ପର ର ଆବଶ୍ୟକତା ଥାଏ ତା ନୁହେଁ ଉଡିବା ପାଇଁ ମନର ସହାଶ ଏବଂ ଶକ୍ତି ଦରକାର ହୋଇଥାଏ


ಫೀಡ್

ಲೈಬ್ರರಿ

ಬರೆಯಿರಿ

ಅಧಿಸೂಚನೆ
ಪ್ರೊಫೈಲ್