Dharitri Das
Literary General
AUTHOR OF THE YEAR 2021 - NOMINEE

268
പോസ്റ്റ്സ്
3
ഫോളോവെർസ്
0
ഫോളോവിങ്

None

കൂട്ടുകാരുമായി പങ്കുവെക്കുക
Earned badges
See all

ମମତାମୟୀ ମାଆଟି ମୋହର କରୁଛି ତୋ ପଦେ ଅଳି ସ୍ନେହକାଙ୍ଗାଳୀ ଝିଅଟି ତୋହର ହୋଇବ ତୋ ଦେହ ମଳି।

My mom is supper she is my dear .

ପ୍ରତିଶ୍ରୁତି ଦେଇ ରଖିଥାଏ ମାଆ ଏକଥାଟି ଚିରସତ୍ୟ ହେଲେ ହୀନମନା ସନ୍ତାନଟି ତାର ଭୁଲିଯାଏ ନିଜ ମତ।

ନିଜେ କଷ୍ଟ ସହି ପ୍ରାର୍ଥନା କରଇ ଯେଣୁ ଅଟେ ଗର୍ଭଧାରୀ ସନ୍ତାନକୁ ମୋର ସଦା ସୁଖୀ କର କଳାକାହ୍ନୁ ଚକ୍ରଧାରୀ।

ସହିଷ୍ଣୁତା ପଣେ ମାଆ ମୋର କେତେ ପ୍ରବୀଣ ସହନଶୀଳା ଏକଥା ବୁଝିଲା ବେଳକୁ ମା ମୋର ତ୍ୟାଗକଲା ଇହଲୀଳା।

ଭାରି ମିଠା ମୋ ମାଆର ମମତା ମୋ ପାଇଁ ସିଏ ଜୀବନ୍ତ ଦେବତା।

ଧନ୍ୟ ମୋ ମାଆ ଧନ୍ୟ ତା କୀର୍ତ୍ତି ବିଭୋର ହୁଏ ମୋହରି ମତି।

ମାଆର ମୁଖ ଦେଖିଲେ ଥରେ ହୃଦୟ ମୋର ଆନନ୍ଦେ ଭରେ।

ମାଆର କୋଳେ ଥିଲେତ ମୁହିଁ କାହାକୁ ଭୟ କରଇ ନାହିଁ।


ഫീഡ്

ലൈബ്രറി

എഴുതുക

അറിയിപ്പ്
പ്രൊഫൈൽ